STORYMIRROR

jyoti prakas sahoo

Abstract Comedy Tragedy

3  

jyoti prakas sahoo

Abstract Comedy Tragedy

ଦୁର୍ଗା ମା

ଦୁର୍ଗା ମା

1 min
179

ପୂଜା ପୂଜା ଦିନ ପୂତ ଯୁକ୍ତ ମନ

ଅନାବିଳ ପ୍ରେମ ଭାବ

ରାଜା ରାହେ ସ୍ୱରି ରାଜା ର ନନ୍ଦିନୀ

ଜନ୍ମ ଆଜି ଅନୁଭବ ।


 ପ୍ରେମ ତରଙ୍ଗିଣୀ ସେ କନ୍ୟା ରମଣୀ

 ପ୍ରେମର ମୌଡ ମଣି

 ପ୍ରେମ ହେଲେ ଉଭା କୀର୍ତ୍ତି ଦାର ଗର୍ଭ।

 ପ୍ରେମ ନଗରୀର ରାଣୀ ।


 ବୃଷ ଭାନୁ ପିତା ବର୍ଷଣର କର୍ତ୍ତା

 ରାଜା ସେ ରଜଧିଶ୍ୱାର 

 ରାଧା ଜନ୍ମ ହେଲେ ମହି ଚହଟିଲା

 ଶୁକ୍ଳ ପକ୍ଷ ମଧ୍ୟାନ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jyoti prakas sahoo

Similar oriya poem from Abstract