STORYMIRROR

Mamata Pattnaik

Inspirational

3  

Mamata Pattnaik

Inspirational

ଧିକ୍କାର

ଧିକ୍କାର

1 min
13K


ଆକାଶ ସ୍ପର୍ଶ କରିବାର ସ୍ୱପ୍ନ ମୋର,

ମୋ ସ୍ୱପ୍ନପାଇଁ ବଳିପଡିବାକୁ-

ପ୍ରସ୍ତୁତ ଥାଏ କେହି ଅତ୍ୟନ୍ତ ଆତ୍ମୀୟ

ଆଉ ମୁଁ ଭାସୁଥାଏ ମୋର ବିଭୋର ପଣରେ।


ମୋ ଭଳି ବିଶ୍ୱାସଘାତକ ଆଉକିଏ ଥାଏ,

ଯିଏ ଖାଲି ସ୍ବପ୍ନରେ ହିଁ ମଜ୍ଜିରହିଥାଏ??

ଅତ୍ମୀୟର ମୃତ୍ୟୁପରେ ଖାଲି ସଲାମ ମାରୁଥାଏ,

ଦେଶପ୍ରେମ ସଙ୍ଗୀତର ରେକର୍ଡ ବଜାଏ।


Mamata Bebarta Pattnaik.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational