STORYMIRROR

Mamata Pattnaik

Others

2  

Mamata Pattnaik

Others

ଅନ୍ତଃସ୍ୱର

ଅନ୍ତଃସ୍ୱର

1 min
14K


ମତେ କିଛି କଥା ଦିଅ

ମୁଁ ତାକୁ କବିତା କରିବି,

ବ୍ୟଥାକୁ ମୁଁ କରିବି ବସନ

ରାଗ ଦେଲେ ଅନୁରାଗେ ନେବି

ଘୃଣା ଦେଲେ ଭାବିନେବି ପ୍ରେମ।

ସମ୍ପର୍କର ଦୁର୍ଗଟି ଭୁଷୁଡିଲା ପରେ ବି,

କୋଉଠି ଗୋଟେ,ମୁଁ ଜୁଳୁଜୁଳୁ କରି ଚାହିଁ ରହିଥିବି

ଶିଳା ଖଣ୍ଡେ ହୋଇ,ଜନମ ଜନମ.......।

Mamata Bebarta Pattnaik


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍