Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasis Rout

Tragedy

3  

Debasis Rout

Tragedy

ଧିକ୍ ତୁମ ସଭ୍ୟ ସମାଜ.... ଧିକ୍ ତୁମ ସଭ୍ୟତା

ଧିକ୍ ତୁମ ସଭ୍ୟ ସମାଜ.... ଧିକ୍ ତୁମ ସଭ୍ୟତା

1 min
239



ନାରୀ ଚରିତ୍ର ସଂହାର କରିବା 

ତୁମ ପାଇଁ ଏକ ଛୋଟ କଥା

କାହିଁକି ନା ନାରୀ ଚରିତ୍ରର ମାପକାଠି 

ତୁମ ହୀନ ମାନସିକତା ।

ସେ ନାରୀ ବୋଲି ତା ପାଇଁ ଅନେକ ଶୃଙ୍ଖଳା 

କହିଥାଅ ଅନେକ ନୀତି କଥା

କିନ୍ତୁ ତାକୁ ସୁରକ୍ଷା ଦେବାରେ 

ହାରିଯାଏ କାହିଁକି ତୁମ ପ୍ରତିବଦ୍ଧତା ।

ତା ପାଇଁ ତୁମ ସମାଜରେ ଅନେକ ଆକଟ ଶିକୁଳି 

ନ ମାନିଲେ ଦେଖାଅ ତୁମ ଉଗ୍ରତା

କିନ୍ତୁ ତାକୁ ସମ୍ମାନ ଦେବାରେ 

କାହିଁକି ବିଫଳ ହୁଏ ତୁମ ସାମର୍ଥ୍ୟତା ।

ଧିକ୍ ତୁମ ସଭ୍ୟ ସମାଜ.... ଧିକ୍ ତୁମ ସଭ୍ୟତା

ଯେଉଠି ନାରୀ ପ୍ରତ୍ୟକ ଦିନ ପୀଡିତା ଓ ଧର୍ଷିତା

ଧିକ୍ ତୁମ ନୀତି ନିୟମ.... ଧିକ୍ ତୁମ ପାରିବାପଣିଆ 

ଯେଉଠି ନାରୀର ନାହିଁ ସ୍ୱାଧିନତା ।।



Rate this content
Log in

Similar oriya poem from Tragedy