STORYMIRROR

SUBHADRA JENA

Drama Classics

3  

SUBHADRA JENA

Drama Classics

ଚିଠି ଆଉ ଆସୁନି

ଚିଠି ଆଉ ଆସୁନି

1 min
73

ଦୁଆର ଆଗରେ ବାଟ ଚାହିଁ ମୁଁ ଆଉ ବସୁନି

ଡାକ ଵାଲାର ଡାକ ଘର ଆଗରେ କାଇଁ ଆଉ ଶୁଭୁନି

ନା ଚିଠି ଆଉ ଆସୁନି

ଚିଠି ଆଉ ଆସୁନି...

ବାଡ଼ି ପଟ ଆମ୍ବ ଗଛରେ ହଳଦୀ ବସନ୍ତ କାଇଁ ବସୁନି

ହାତ ଲେଖା କାଗଜ ଟିଏ କାଇଁ ଆଉ ଆସୁନି

ନା ଚିଠି ଆଉ ଆସୁନି

ଚିଠି ଆଉ ଆସୁନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama