STORYMIRROR

samir sahoo

Romance

3  

samir sahoo

Romance

ଚାନ୍ଦିନୀ ରାତିରେ

ଚାନ୍ଦିନୀ ରାତିରେ

1 min
352

ଚାନ୍ଦିନୀ ରାତି ଉଠିଥିଲା ମାତି

ମଳୟ ପରଶ ପାଇ ।

ବନ ପକ୍ଷୀ ଦୁରେ କରୁଣ ମଧୁରେ

ଯାଉଥିଲା କିମ୍ପା ଗାଇ ।

ଜ୍ୟୋସ୍ନା ଓ ଛାୟା ରଚିଥିଲା ମାୟା

ଚିତ୍ର ଏ ତରୁ ତଳେ ।

ସହଚରୀ ମୋର ପ୍ରଣୟ ବିଭୋର

ଭିଡ଼ିଥିଲା ମୋର ଗଳେ।

ଏହି ସହକାରେ ତଳେ

ସେଦିନ ପ୍ରିୟାର କର

କଙ୍କଣ ଭିଡିଥିଲା ମୋର ଗଳେ " ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance