Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mihir Tripathy

Inspirational

2  

Mihir Tripathy

Inspirational

ଚାଲ ଗଛ ଲଗାଇବା

ଚାଲ ଗଛ ଲଗାଇବା

1 min
365



ପୁଅ :

ବାପା 

ଗରମ ଲାଗୁଛି

ଦେଖୁନ ,ଝାଳ ବାହାରୁଛି l

ପଙ୍ଖା ଘୁରଉନ 

ପଙ୍ଖାର ସୁଇଚ୍ ଦିଅ   l


ବାପା :

ପୁଅ 

ବିଜୁଳି କଟି ଯାଇଛି

ପଙ୍ଖା ଘୁରିବନି l

ବିଜୁଳି ଆସିବା ଯାଏଁ ଅପେକ୍ଷା କର l


ପୁଅ :

ତେବେ 

ଘର ବାହାରକୁ ଚାଲ ଯିବା

ବାହାରେ ଗରମ ହେଉ ନ ଥିବ  l

ଦୁହେଁ ମଶି ବାହାରକୁ ଆସିଲେ  l


ପୁଅ :

ବାପା ଘର ବାହାରେ ବି ଗରମ ଲାଗୁଛି. l


ବାପା :

ପୱନ ନ ବହିଲେ

ଏମିତି ଗରମ ଲାଗିବ l


ପୁଅ :

କାହିଁକି ବାପା ,

ଏମିତି ତ ଆମେ ବିଜୁଳି ଗଲେ ,

ସବୁବେଳେ ବାହାରେ ବସୁଥିଲେ ,

ଆମକୁ ଥଣ୍ଡା ଲାଗୁଥିଲା ,

ଏବେ କାହିଁକି ଗରମ ଲାଗୁଛି ବାପା l


ବାପା :

ବାରି ଦାଣ୍ଡରେ ପୂର୍ବେ ଗଛ ଥିଲା ,

ଗଛ ପୱନ ଦେଉଥିଲା l

ଗଛ ଏବେ ଆମେ କାଟି ଦେଉଛେ ,

ତେଣୁ ଗରମ ଲାଗୁଛି l


ପୁଅ :

ବାପା ,ଚାଲ ,ଏବେ 

ଗଛ ଲଗାଇବା l


Rate this content
Log in

Similar oriya poem from Inspirational