STORYMIRROR

MANORANJAN NAIK

Abstract

3  

MANORANJAN NAIK

Abstract

ବନ୍ଦୀ ତୁମ ପାଇଁ

ବନ୍ଦୀ ତୁମ ପାଇଁ

1 min
12.1K

ପ୍ରେମରେ ବନ୍ଦୀ ମୋ ଜୀବନ

ତୁମ ପାଇଁ ଅନେକ ବାଟ ଅଭିନନ୍ଦନ ।।୧॥

ଯାଅ ଏଣ୍ଡୁଅପରି ଶୀର୍ଷକୁ ଶେଷରେ

ପୁଣି ଧରା ବସିଥିବ ତୁମ ଅପେକ୍ଷାରେ ॥୨॥

ଚାରି କାନ୍ଥକୁ ଆବୋରିବାରେ ମୁଁ ବ୍ୟସ୍ତ

ତୁମେ ସଫଳତା ସାଉଁଟିବାରେ ଅଭ୍ୟସ୍ତ ।।୩॥

ଅନେକ ଲୁହ ଗଲାଣି ମୋ ଆଖିର ଝରଣାର

ତୁମେ ସେ ସ୍ରୋତେ କେଶ ଧୋଇ ହୁଅ ଅଜର।।୪॥

ଆସିବ ଅପେକ୍ଷା ସେ ଅଳସି ନୀଳ ଜହ୍ନର

ଫିଟିବ ମୋ ଯନ୍ତ୍ରଣା ଯନ୍ତା ଫଳବତୀ ସଜାର।।୫॥

କହୁଥାନ୍ତୁ ପଛେ ବନ୍ଦୀଟିଏ ବୋଲି

ତୁମ ସହ ପ୍ରେମ କରି

ଅନେକ ବେଦନା ସହିଯିବି ବସି

ଅଭୁଲା ସ୍ମୃତି ଧରିକରି।।୬॥



Rate this content
Log in

Similar oriya poem from Abstract