STORYMIRROR

Jatadhari Nanda

Inspirational Others

3  

Jatadhari Nanda

Inspirational Others

ବିଷମଣ

ବିଷମଣ

1 min
711


କବି ନୁହେଁ ମୁଁ ଦେଇପାରିବି

କବିତାର ଉପହାର ।

ମାଳି ନୁହେଁ ମୁଁ ଦେଇପାରିବି

ମଲ୍ଲି ଫୁଲର ହାର ।।

ଲେଖକ ନୁହେଁ ମୁଁ ଦେଇପାରିବି

ଗୀତଗୋବିନ୍ଦ ର ଲେଖା ।

କୃଷ୍ଣ ନୁହେଁ ମୁଁ ହୋଇପାରିବି

ତୁମ ହୃଦୟର ପ୍ରଦୀପ ଶିଖା ।।

ଶିଖାହିନ ମୋ ମନର ବେଦନା

ଅକୁହା କଥାକୁ ଗପି ।

ମରମ ତଳର ଅକୁହା କଥାକୁ

ମରମେ ଦେଇଛି ଲେଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jatadhari Nanda

ବିଷମଣ

ବିଷମଣ

1 min ପଢ଼ନ୍ତୁ

Similar oriya poem from Inspirational