Ananda Sagaria
Tragedy Thriller Others
ଜନ୍ମ ହେବାବେଳେ କଷ୍ଟରେ
ସ୍ପର୍ଶ କଲି ଭୂଇଁକୁ
ଏବେ ଦୂରେଇ ଦଉଅଛି
ନିଜ ଭିଟାମାଟିକୁ ।
ଜାଣିିିି ନଥିଲି ବଡ ହେଲେ
ଏତେ ମନ୍ଦ ହେବି ବୋଲି
ଏବେ ଚାଲିି ଯାଉଅଛି
ନିିଜ ପିତା ମାତାଙ୍କୁ ପାଶୋରି ।
ଚାକିରିି ଲାଳସେ ପଢିଲି
ବହୁତ ପାଠ
ଗା ଁ ଛାଡି ଯିିବାକୁ
ଲାଗୁଛି କେତେ ଦୁଃଖ କଷ୍ଟ।।
ଭିଟାମାଟି
ମନିକା ପାଇଁ ପଦ...
ମାଗୁନାହିଁ କିଛି ପତିତପାବନ ତୁମ ପାଦେ ସ୍ଥାନ ଦେବ। ମାଗୁନାହିଁ କିଛି ପତିତପାବନ ତୁମ ପାଦେ ସ୍ଥାନ ଦେବ।
ମିଛ ସପନ ମିଛ ସପନ
ବେଶ ଆଭୁଷଣ ମଣିଷକୁ ଚିହ୍ନ ବ୍ୟବହାର ପରିଚୟ, ବେଶ ଆଭୁଷଣ ମଣିଷକୁ ଚିହ୍ନ ବ୍ୟବହାର ପରିଚୟ,
ସାତ ଜନ୍ମ ପାପ ଧୋଇ ହୋଇଯାଏ ଧରିଦେଲେ ତୁମ ନାମ କେତେ ଅବା ପାପ କରିଛି ଗୋସେଇଁ ସାତ ଜନ୍ମ ପାପ ଧୋଇ ହୋଇଯାଏ ଧରିଦେଲେ ତୁମ ନାମ କେତେ ଅବା ପାପ କରିଛି ଗୋସେଇଁ
ସପନ ମରିଛି ଭାବନା ଶେଯରେ ରାତି ବି ଢାଳୁଛି ଲୁହ ରାଜନୀତି ଫାଶେ ଫଶିଛି ଜୀବନ ସପନ ମରିଛି ଭାବନା ଶେଯରେ ରାତି ବି ଢାଳୁଛି ଲୁହ ରାଜନୀତି ଫାଶେ ଫଶିଛି ଜୀବନ
ପ୍ରେମ ପ୍ରତିଶ୍ରୁତି ପ୍ରେମ ପ୍ରତିଶ୍ରୁତି
ତୁମ ବାହୁତଳେ ରଖମତେ ପ୍ରଭୁ ତୁମ ଭୁଜ ତଳେ ରଖ ତୁମରି ଠାରୁ ମୁଁ କରୁଣା ପାଇଲେ ତୁମ ବାହୁତଳେ ରଖମତେ ପ୍ରଭୁ ତୁମ ଭୁଜ ତଳେ ରଖ ତୁମରି ଠାରୁ ମୁଁ କରୁଣା ପାଇଲେ
କେଡେ ଅଘଟଣ ଘଟିଗଲା ଆଜି ଥରୁଟିଏ ଆସି ପରଖ। କେଡେ ଅଘଟଣ ଘଟିଗଲା ଆଜି ଥରୁଟିଏ ଆସି ପରଖ।
କିଏ ଆସିଥିଲା କେତେ ଆଶା ନେଇ ତୁମକୁ ଦେଖିବ ବୋଲି ସ୍ନାହାନ ବେଦୀରେ ଚତୁର୍ଦ୍ଧା ମୂରତୀ ଦେଖି ଧନ୍ୟ ହ କିଏ ଆସିଥିଲା କେତେ ଆଶା ନେଇ ତୁମକୁ ଦେଖିବ ବୋଲି ସ୍ନାହାନ ବେଦୀରେ ଚତୁର୍ଦ୍ଧା ମୂରତୀ ...
ଏକଳି ଯୁଗରେ ଭାବଡୋରେ ବନ୍ଧା ପ୍ରଭୁ କାଳିଆ ଦେବତା। ଜୀବନର ପଥ ଆଜି କଣ୍ଟକିତ ଏକଳି ଯୁଗରେ ଭାବଡୋରେ ବନ୍ଧା ପ୍ରଭୁ କାଳିଆ ଦେବତା। ଜୀବନର ପଥ ଆଜି କଣ୍ଟକିତ
ମନ ମନ୍ଦିର ମଣିଷ ମନ ମନ୍ଦିର ମଣିଷ
ପ୍ରେମ ମଧ୍ୟ ହୋଇ ପାରେ ଗୋଲାପର ଆକର୍ଷଣ ବସନ୍ତ ସ୍ବପ୍ନର ସୁରଭି ଅଥଚ ତା ଦେହ ସାରା କଣ୍ଟକିତ ଯାହା ପ୍ରେମ ମଧ୍ୟ ହୋଇ ପାରେ ଗୋଲାପର ଆକର୍ଷଣ ବସନ୍ତ ସ୍ବପ୍ନର ସୁରଭି ଅଥଚ ତା ଦେହ ସାରା କଣ...
ସଂଶୋଧନ ସଂଶୋଧନ
କରୁଣା କର ହେ' କରୁଣା ସାଗର କରୁଛି ମୁଁ' ନିବେଦନ। କରୁଣା କର ହେ' କରୁଣା ସାଗର କରୁଛି ମୁଁ' ନିବେଦନ।
ଲୌହ ଦାନବର ରକ୍ତ ଭୋଜି ଲୌହ ଦାନବର ରକ୍ତ ଭୋଜି
କେମିତିକା ଏ ସ୍ୱାଧୀନତା କେମିତିକା ଏ ସ୍ୱାଧୀନତା
ଭୁଲି ହେବ ନାହିଁ କେବେ ଭୁଲି ହେବ ନାହିଁ କେବେ
ଧନ ପାଇଁ ଆଶା ନ ରହୁ ମୋହର ତୁମେ ତ ପରମ, ଧନ ଭକତ ର ସାଥି ହୋଇ ନାହିଁ କେହିତ ମୋହର ଧନ ପାଇଁ ଆଶା ନ ରହୁ ମୋହର ତୁମେ ତ ପରମ, ଧନ ଭକତ ର ସାଥି ହୋଇ ନାହିଁ କେହିତ ମୋହର
ଭଙ୍ଗା ହୃଦୟ ନେଇ ବଞ୍ଚିବାକୁ ହୁଏ ଯନ୍ତ୍ରଣାରେ ପାଲଟି ଯାଇ ଏକ ନିର୍ବାକ୍ ଜୀଅନ୍ତା ଶବ ହୃଦୟ ଭାଙ୍ଗେ ପ୍ରେମର ପ୍... ଭଙ୍ଗା ହୃଦୟ ନେଇ ବଞ୍ଚିବାକୁ ହୁଏ ଯନ୍ତ୍ରଣାରେ ପାଲଟି ଯାଇ ଏକ ନିର୍ବାକ୍ ଜୀଅନ୍ତା ଶବ ହ...