STORYMIRROR

pravati nayak

Romance

3  

pravati nayak

Romance

ଭାରି ଭଲ ପାଏ ତତେ

ଭାରି ଭଲ ପାଏ ତତେ

1 min
190

ଏ ଦୁନିଆଁ କୁ ବହୁତ ଦେଖିଲି ମିଳିଲେନି କେହିମୋତେ ହେଲେ ତମେ ଯେବେ ମୋର ଜୀବନେ ଆସିଲ କାଇ ଖାସ ଲଗା ଏତେ।।

ବନ ଆକାଶେ ବୁୁଲୁଥିଲି ଦିିିନେେ ପାଗଳ ଭମର ପରି ହେଲେ ତୁମେ ଆସି ମୋର ଜୀବନେ ମହକରେ ଗଲା ଭାରି।।

ଭଲ ଲାଗେ ମତେ ତୁମ ରାଗ ଋଷା ତୁମରସେ ଅଭିମାନ କାହିଁକି କେଜାଣି ଦିନେନ ନ ଦେଖିଲେ ଝୁରି ହେଇଥାଏ ମନ ।।

ଏ ଅମାନିଆ ମନ କିଛ ମାନେ ନାହିଁ ଖୋଜି ବୁଲି ଖାଲି ତୁମକୁ ତୁମକୁ ନ ପାଇ ହୃଦୟ ବିିିିଚରା

ଚଚ୍କ୍ କରେ ମନକୁ ।।

ମନର କଥା କୁ ମନରେ ରଖିକ ଭରି ଭଲ ପାଏ ତୁମକୁ ସତରେ ତୁମେ ମୋ ଜୀବନେ ଆସିଲି ଆଲୋକ ଅନିଲ ।।


ତୁମେ ଯେବେ ମୋ ପାଖରେ ମିଲୁଚ ଖୁସି ର ତୁଳନା ନାହିଁ ସତରେ ଦୁନିଆରେ ମୋପରି ଭାଗ୍ୟବାନ କେହି ନାହିଁ।।


ତୁମ ସେହା ପ୍ରେମ ସେ ଭଲ ପାଇବା ଭାଗ୍ୟରେ ଥିଲେ ମିଳେ ଭାଗ୍ୟବତୀ ମୁ ଭଗବାନ ମୋତେ ତୁମ ପାଇଁ ଗଢିଥିଲେ।।

ଦୁନି ଆରେ କେବେ ଦୁଖ ଆଭାସ ଅଜି ପାଇନାହିଁ ତୁମେ ଖାଲି ମୋ ପାଖରେ ଥିଲେ ସମୁଦ୍ର କୁ ଯିବି ଦେଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance