STORYMIRROR

pravati nayak

Others

3  

pravati nayak

Others

ଅବୁଝା

ଅବୁଝା

1 min
155

ମୁଁ ମିଛ କହୁଛି

ଏହାର ପ୍ରମାଣ ତମ ପାଖରେ ଅଛି ।।


ମୁଁ ତୁମ ହୃଦୟ ସହ ଛଳନା କରୁଛି

ଏହା ତମ ମନ କହୁଛି।।


ମୁଁ ତୁମକୁ ଅବହେଳା କରୁଛି

ଏହା ସମୟ କହୁଛି ।।


ମୁଁ ତୁମ କଥା ମାନୁନି

ଏହା ତୁମେ କହୁଛ ।।


ମୁଁ ତୁମ ପାଇଁ ଉପଯୁକ୍ତ ନୁହେଁ 

ଏହା ମୋ ଭାଗ୍ୟ କହୁଛି ।।


ମୁଁ ତୁମକୁ ଭଲ ପାଉଛି 

ଏହା ସାରା ଦୁନିଆ କହୁଛି ।।


ପ୍ରକୃତରେ ମୁଁ ପ୍ରେମରେ ଜିତିଛି 

ନା ହାରିଯାଇଛି ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍