STORYMIRROR

fagu baskey

Abstract

3  

fagu baskey

Abstract

ଅଶୁଭ

ଅଶୁଭ

1 min
261

ଗାଈ ବି ପଶୁ 

ଛେଳି ବି ପଶୁ 

ମଇଁଷି ବି ପଶୁ

ବିଲେଇ ବି ପଶୁ


ଯୁଆଡେ ଗଲା ବେଳେ 

ଗାଈ, ଛେଳି, ମଇଁଷି 

ଆମ ରାସ୍ତା କାଟିଲେ 

ଅଶୁଭ ହୁଏ ନାହିଁ


ବିଲେଇ ରାସ୍ତା କାଟିଲେ 

ଅଶୁଭ ହୁଏ କାହିଁକ


କପୋତ ବି ପକ୍ଷୀ 

ବଣି ବି ପକ୍ଷୀ 

କୋଇଲି ବି ପକ୍ଷୀ 

ପେଚା ବି ପକ୍ଷୀ


କପୋତ, ବଣି, କୋଇଲି ରାବିଲେ

ଅଶୁଭ ହୁଏ ନାହିଁ

ପେଚା ରାବିଲେ ଅଶୁଭ ହୁଏ କାହିଁକି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from fagu baskey

ଅଶୁଭ

ଅଶୁଭ

1 min ପଢ଼ନ୍ତୁ

Similar oriya poem from Abstract