STORYMIRROR

RAJENDRA DEHURY

Romance

2  

RAJENDRA DEHURY

Romance

ଅମାନିଆ ପ୍ରେମ

ଅମାନିଆ ପ୍ରେମ

1 min
274


ନୂଆ ନୂଆ ପ୍ରେମ ଭାରି ଅମାନିଆ

ଜାଣେ ନାହିଁ ଭଲ ମନ୍ଦ।

ଅମାନିଆ ପ୍ରେମ ମୋହରେ ପଡ଼ି

ଆଖି ଥାଇ ହୁଏ ଅନ୍ଧ।।

ସେ ମୋହ ମାୟା କେତେଯେ କରାଳ

ଭବିଷ୍ୟତ ଛାର ଖାର।

ଯେତେବେଳେ ବୁଝେ ତାହାରି ମାୟାକୁ

ସବୁ ଦିସେ ଅନ୍ଧକାର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance