STORYMIRROR

Ajit Naik

Abstract

3  

Ajit Naik

Abstract

ଅଦୃଶ୍ୟା

ଅଦୃଶ୍ୟା

1 min
12.4K

ଦୁନିଆଁ ରଙ୍ଗମଞ୍ଚେ ଆଶା ନୀରାଶାର ବେଶେ,

କେତେ ଯେ ଝଡଝଞ୍ଜା ଦିଶେ

ଅବାସ୍ତବତା ବାସ୍ତବତା ରଙ୍ଗେ୍ ସାଜେରେ କେତେ ସଙ୍ଗେ,

ବିଚରା ମଣିଷଟି ଭାସେ ତାହାର ଢଙ୍ଗେ

ଚିର ଉନ୍ମାଦନା ରହିତ କଳ୍ପନାରେ ଜରଜରିତ,

ଆଜି ସେ କାଳଦୂଆରେ ଅଭିଳଷିତ

ବାଚାଳତା ଭରାପ୍ରଶ୍ନ ଅପୂରଣୀୟତାର ଚିହ୍ନ,

ତାକୁ ନ ଦିଏ ହେବାକୁ ହିନୀମାନ

ଅପୂର୍ଣ୍ଣ ଆଶାର ଟୋକେଇ- ନେଇ ସେ କରେ ଗୁହାରୀ ,

କିଛି ତୋ ଦେଇନୁ ମୋତେ

ଯାହାତୁ ଦେଇ ସାରିଛୁ ମୋତେ ଭାବେ କରିଛି, ମୁଁ ହସ୍ତଗତ,

ବିଧାତା ହସୁଥିବ ଦେଖି ଚିତ୍ତେ

ଜ୍ଞାତ ଅଜ୍ଞାତେ ସ୍ୱପ୍ନ ହେଉବା ସତେ ଅଜାଡି ଦେଇଛୁ କେତେ,

ସେସବୁ ଯେ ନ ଦିଶେ ମୋତେ ସତେ

ମୋତେ ତୋ ନ ଦିଶେ ସତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract