Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

3  

Suchitra Parida

Classics

ଆହେ ଜଗତ ନାଥ

ଆହେ ଜଗତ ନାଥ

1 min
311


ଆହେ ଜଗନ୍ନାଥ ଜଗତରନାଥ

ତୋ ପାଦେ ଢାଳେ ପ୍ରଣତି

ତୁମ୍ଭେ ଯେ ଆମ୍ଭର ହୃଦୟ ଦେଵତା

ଡାକୁ ଅଛୁ ପରାଦିନରାତି ।


ତୋ ଭକତ ଜନ ଯିଏ ଯେତେଵେଳେ

ଆରତେ ଡାକନ୍ତି ତୋତେ

ଶୁଣୁଛ ଆରତ ଆହେ ଜଗନାଥେ

ଦୁଖରୁ ତାର ତୁରିତେ ।


ଭକତର ପାଇଁ ଦରଦି ଵନ୍ଧୁ ତୁ

ତୋ,,ପରିଠାକୁର କାହିଁ

ଧରି ନା ନା ବେଶେବିପଦୁ ତାରୁଛୁ

ନାମ ବହ ଦଇତାରି ।


ଦୟାର ଠାକୁର ଆହେ ଦୟାନିଧି

ଭକତ ଦର୍ଶନ ପାଇଁ

ରତ୍ନସିଂହାସନୁ ଆସୁତୁ ଓହ୍ଲାଇ

ମୁକତି ପସରା ତୁହି ।


ତୋହରି ପାଦରେ ଏତିକି ମୋ ଅଳି

ସଭିଙ୍କୁ ସୁଵୁଦ୍ଧି ଦିଅ

ଏକ ଆତ୍ମା ହୋଇ ସଭିଏଁ ଚଳନ୍ତୁ

ଜ୍ଞାନର ଅଞ୍ଜନ ଦିଅ ।


Rate this content
Log in

Similar oriya poem from Classics