STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ଦୁହିତା ଦୁଇ କୂଳକୁ ହିତା

ଦୁହିତା ଦୁଇ କୂଳକୁ ହିତା

1 min
149

ପୁଅ ବାହାଘର ପରେ ପରଝିଅକୁ ଯେତେ ନିଜର ଭାବିଲେ ବି ସେ ନିଜର ହେଇନଥିଲା, ବାପା ମାଆଙ୍କୁ ଅନାଥଶ୍ରମରେ ଛାଡ଼ିବା ଯାଏଁ ଶାନ୍ତି ପାଇନଥିଲା, ତ ଝିଅ ଆସି ଦୁହିଁଙ୍କୁ ନେଇ ସେବାଯତ୍ନ କରିଥିଲା, ହେଲେ ଜୋଇଁ ଯୋଉଦିନ ବାପା ମାଆ କେବେ ତାଙ୍କ ଘରକୁ ଫେରିବେ ପଚାରୁଥିବାର ବାପା ମାଆ ଶୁଣିଥିଲେ, ସେହିଦିନ ନିଜ ଗାଁକୁ ଚାଲି ଆସିଥିଲେ ତ ଝିଅ ବି ଆସି ପାଖରେ ରହିଥିଲା, ହେଲେ ତାକୁ ବୁଝେଇ ଶୁଝେଇ ଛାଡ଼ିଦେଇ ଆସିଥିଲେ ବୁଢା ବାପା, କିନ୍ତୁ ପ୍ରତି ପର୍ବପର୍ବାଣିରେ ଝିଅ ସାମିଲ ହେଉଥିଲା ବାପା ମାଆଙ୍କ ସହ ତ ସ୍ୱାମୀ ତାକୁ ଛାଡପତ୍ର ଦେଇଥିଲେ, ହେଲେ ଝିଅଟି ନିଜ ଶାଶୁ ଶଶୁରଙ୍କୁ ଧରି ବାପା ମାଆଙ୍କ ସଙ୍ଗେ ରହି ଶିକ୍ଷୟିତ୍ରୀଟିଏ ହୋଇ ଉଭୟ ବାପା ମାଆଙ୍କ ସେବାରେ ନିଜକୁ ହଜାଇ ଦେଇଥିଲା ତ କାଳକ୍ରମେ ପୁଅ ବୋହୁ ଜୋଇଁ ସମେସ୍ତେ ଫେରିଥିଲେ ଆଉ ଭୁଲ ବୁଝି ଯିଏ ଯାହା ବାପା ମାଆଙ୍କୁ ନିଜ ପାଖେ ରଖିବାକୁ ପଂଚାୟତ ପାଖେ ବିବୃତି ରଖି କର୍ତ୍ତବ୍ୟ ସମ୍ପାଦନ କରିଥିଲେ, ଏଵେ ଝିଅଟି ଖୁବ ଖୁସି.  


Rate this content
Log in

Similar tamil story from Inspirational