Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏମିତି ବି ଜୀବନ
ଏମିତି ବି ଜୀବନ
★★★★★

© RAKESH SAHOO

Inspirational

1 Minutes   7.0K    19


Content Ranking

ଗୋଟିଏ ଗଛରେ ଦୁଇଟି ଚଢେଇ ଏବଂ ତାଙ୍କର ଚାରିଟି ଛୁଆ ବସା କରି ରହୁଥିଲେ । ମାଆ ଚଢ଼େଇଟି ସବୁବେଳେ ଉପଦେଶ ଦିଏ ଯେ ତୁମେମାନେ କେବେ ଅଲଗା ହେବନି ସମସ୍ତେ ଏକାଠି ରହିବ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ।

ସମୟ କ୍ରମେ ଚାରିଟି ଯାକ ଚଢେଇ ବଡ଼ ହୋଇଗଲେ । ଚାରିଟି ଯାକ ଚଢେଇଙ୍କର ସମାନ ବୁଦ୍ଧି ଓ ସାହସ ନଥିଲା ତେଣୁ ସେମାନଙ୍କର ମତ ବି ମିସୁନଥିଲା । ଧୀରେ ଧୀରେ ମାଆ ଚଢେଇର ଭଲ ପାଇବା ବଦଳି ଗଲା ସମସ୍ତଙ୍କ ପ୍ରତି ଆଉ ପୁରୁଷ ଚଢେଇ କିଛି ବୁଝନ୍ତିନି । ଏବେ ଚାରିଟି ଯାକ ଚଢେଇଙ୍କର କାହା ସହିତ କିଛି ସମ୍ପର୍କ ନାହିଁ । କିନ୍ତୁ ସମସ୍ତେ ସମସ୍ତଙ୍କୁ ଦୋଷ ଦେବାରେ ବ୍ୟସ୍ତ ଆଉ ତା ପରେ ..........

ରାକେଶ ସାହୁ

ଏମିତି ବି ଜୀବନ ଚଢେଇ ପୁରୁଷ

Rate the content


Originality
Flow
Language
Cover design

Comments

Post

Some text some message..