Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH SAHOO

Inspirational

3  

RAKESH SAHOO

Inspirational

ଏମିତି ବି ଜୀବନ

ଏମିତି ବି ଜୀବନ

1 min
7.1K


ଗୋଟିଏ ଗଛରେ ଦୁଇଟି ଚଢେଇ ଏବଂ ତାଙ୍କର ଚାରିଟି ଛୁଆ ବସା କରି ରହୁଥିଲେ । ମାଆ ଚଢ଼େଇଟି ସବୁବେଳେ ଉପଦେଶ ଦିଏ ଯେ ତୁମେମାନେ କେବେ ଅଲଗା ହେବନି ସମସ୍ତେ ଏକାଠି ରହିବ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ।

ସମୟ କ୍ରମେ ଚାରିଟି ଯାକ ଚଢେଇ ବଡ଼ ହୋଇଗଲେ । ଚାରିଟି ଯାକ ଚଢେଇଙ୍କର ସମାନ ବୁଦ୍ଧି ଓ ସାହସ ନଥିଲା ତେଣୁ ସେମାନଙ୍କର ମତ ବି ମିସୁନଥିଲା । ଧୀରେ ଧୀରେ ମାଆ ଚଢେଇର ଭଲ ପାଇବା ବଦଳି ଗଲା ସମସ୍ତଙ୍କ ପ୍ରତି ଆଉ ପୁରୁଷ ଚଢେଇ କିଛି ବୁଝନ୍ତିନି । ଏବେ ଚାରିଟି ଯାକ ଚଢେଇଙ୍କର କାହା ସହିତ କିଛି ସମ୍ପର୍କ ନାହିଁ । କିନ୍ତୁ ସମସ୍ତେ ସମସ୍ତଙ୍କୁ ଦୋଷ ଦେବାରେ ବ୍ୟସ୍ତ ଆଉ ତା ପରେ ..........

ରାକେଶ ସାହୁ


Rate this content
Log in

Similar oriya story from Inspirational