Audio

Forum

Read

Contests

Language


Write

Sign in
Wohoo!,
Dear user,
ଧୋକା
ଧୋକା
★★★★★

© Satyananda Pradhan

Tragedy

1 Minutes   6.6K    10


Content Ranking

ଜୀବନରେ କେବେ ଭାବି ମୁଁ ନଥିଲି

ଏମିତିକା ଧୋକା ଦେବ;


ସପନରେ କେବେ ଦେଖି ମୁଁ ନଥିଲି

ହାତ ଛାଡି ଚାଲିଯିବ ।।


ସାପଠୁ ସପନ ଡ଼ରେଇବ ବେଶି

ଗୋପନେ ମାରିବ ଚୋଟ;


ଭଲ ପାଇବାରେ ସୁଖଠୁ ଅଧିକ

ଧୋକା ଖାଇବାର କଷ୍ଟ ।।

ଧୋକା ସପନ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..