ଧୋକା
ଧୋକା
ଜୀବନରେ କେବେ ଭାବି ମୁଁ ନଥିଲି
ଏମିତିକା ଧୋକା ଦେବ;
ସପନରେ କେବେ ଦେଖି ମୁଁ ନଥିଲି
ହାତ ଛାଡି ଚାଲିଯିବ ।।
ସାପଠୁ ସପନ ଡ଼ରେଇବ ବେଶି
ଗୋପନେ ମାରିବ ଚୋଟ;
ଭଲ ପାଇବାରେ ସୁଖଠୁ ଅଧିକ
ଧୋକା ଖାଇବାର କଷ୍ଟ ।।
ଜୀବନରେ କେବେ ଭାବି ମୁଁ ନଥିଲି
ଏମିତିକା ଧୋକା ଦେବ;
ସପନରେ କେବେ ଦେଖି ମୁଁ ନଥିଲି
ହାତ ଛାଡି ଚାଲିଯିବ ।।
ସାପଠୁ ସପନ ଡ଼ରେଇବ ବେଶି
ଗୋପନେ ମାରିବ ଚୋଟ;
ଭଲ ପାଇବାରେ ସୁଖଠୁ ଅଧିକ
ଧୋକା ଖାଇବାର କଷ୍ଟ ।।