Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Classics

2  

Padmalaya Mishra

Classics

କାଶତଣ୍ଡୀ

କାଶତଣ୍ଡୀ

1 min
427


ପତ୍ର ନେଇ ଆସିଛି କାଶତଣ୍ଡୀ ଫୁଲ 

ଆସୁଛନ୍ତି ମାଆ

ଦୁଃଖ ହରିବେ ପାପୀକୁ ମାରିବେ

ସୁଜନେ ହୋଇବେ ସାହା


ଶରତର ରାଣୀ କାଶତଣ୍ଡୀ କହେ

ମାଆଙ୍କୁ ଆଣୁଛି ପାଛୋଟି

ହୃଦୟ ଖୋଲି ରଖିଦିଅ ମେଲି

କହିଦିଅ ମନ କଥାଟି


ସୁନୀଳ ଆକାଶ ତଳେ କାଶତଣ୍ଡୀ

ସତେକି ଧବଳ ଚାଦର

ନଦୀ କୁଳରେ ନାଚେ ବିଭୋରେ

ମାଆଙ୍କ ସ୍ଵାଗତେ ମୟୂର


ଆସ ଆସ ମା' ସିଂହବାହିନୀ

କାଶତଣ୍ଡୀ ଫୁଲ ସମ୍ଭାରେ

ଆଧୁନିକ ମହିଷାସୁର ନିଧନ

ହେଉ ତୁମ ଅସ୍ତ୍ର ପ୍ରହାରେ



Rate this content
Log in

Similar oriya poem from Classics