Audio

Forum

Read

Contests

Language


Write

Sign in
Wohoo!,
Dear user,
ମଣିଷ ପଣିଆ
ମଣିଷ ପଣିଆ
★★★★★

© Susil Pani

Inspirational

1 Minutes   6.9K    5


Content Ranking

ଆବେଗଭରା ଏ ଦରଦି ଜୀବନେ ,

                ପ୍ରତିକ୍ଷାର ନାହିଁ ଅନ୍ତ ।

ଶାନ୍ତ କ୍ରାନ୍ତ ଆଉ ଅବିଶ୍ରାନ୍ତ ହୃଦୟରେ ,

               ଭାବନାରେ ବିମୋହିତ ।

କର ଅବା ମର ଜୀବନ ବିତାଅ ,

              ଶୋଷଣ ହଉବା ଲାଞ୍ଛନା ।

ଦଣ୍ଡେ ଖାଇ ଖଣ୍ଡେ ପିନ୍ଧି ,

          ବଞ୍ଚିଗଲେ ତରିଜିବ ଏ ଜୀବନେ ।

ଘାତକ ସାଜିଛି ଆପଣାର ଲୋକ ,

                 କହିବା କାହକୁ ଆଉ ।

ମଣିଷ ଭିତରେ ମହତ ପଣିଆଁ ,

               ଦେଖିହେଉ ନାହିଁ ଆଉ ।

ତୃଛ ପ୍ରଶଂସା ପାଇବା ବାହାନାରେ ,

         ଖାଲି ନିଜେ ନିଜକୁ ଦେଖାଉ ଥାଉ । 

ଗର୍ବ ଅହଁଙ୍କାର ପ୍ରଭୂତ ବିସ୍ତାର ,

              ମନୋଭାବ ନେଇ ମନୁଷ୍ୟ ।

ନିଇତି ଜିଉଁଛି ପାଇବା ଆସାରେ ।

               ହୋଇ ନିଜେ ପ୍ରଥଭ୍ରଷ୍ଟ ।

ନିତି ଆଦର୍ଶକୁ ଜଳାଞ୍ଜଳି ଦେଇ ,

                 ହୋଇଅଛି ପ୍ରଥଭ୍ରଷ୍ଟ ।

ମାନ ଅପମାନ ଲାଞ୍ଛନା ସହି ସେ,

       ଅନ୍ତରରେ କାନ୍ଦି ମୁଖରେ ଫୁଟାଏ ହସ ।

@ ସୁସିଲ୍ ପାଣି ,ପୁରୀ ।

ଆଦର୍ଶ ମଣୀଷ ପଣିଆ ହୃଦୟ

Rate the content


Originality
Flow
Language
Cover design

Comments

Post


Some text some message..