ଏଇ ଜୀବନ
ଏଇ ଜୀବନ
ଦୁଇ ଟୋପା ଲୁହ
ମୁଠାଏ ସ୍ବପ୍ନ
ଚେନାଏ ହସ
ଏଇ ଜୀବନ
କୋଉଠି ମିଳେ
କୋଉଠି ହଜେ
କେତେ ଯେ ମୂଲଚାଲ୍
ଶରୀରଟା ଥଣ୍ଡା ପଡ଼ିଗଲେ
ସବୁକିଛି ପର ଆଉ ମୂଲ୍ଯହୀନ ||
ଦୁଇ ଟୋପା ଲୁହ
ମୁଠାଏ ସ୍ବପ୍ନ
ଚେନାଏ ହସ
ଏଇ ଜୀବନ
କୋଉଠି ମିଳେ
କୋଉଠି ହଜେ
କେତେ ଯେ ମୂଲଚାଲ୍
ଶରୀରଟା ଥଣ୍ଡା ପଡ଼ିଗଲେ
ସବୁକିଛି ପର ଆଉ ମୂଲ୍ଯହୀନ ||