Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Inspirational

5.0  

Sudama Lenka

Inspirational

ଅଳ୍ପକେ ନାରୀ ଟିଏ

ଅଳ୍ପକେ ନାରୀ ଟିଏ

1 min
6.8K


ଅମୁଲ୍ୟ ଏ ଜୀବନ ରେ 

        ଦୁର୍ଲଭ ସେ ପ୍ରାଣୀ !

କାହାର ଘରଣୀ ପୁଣି 

         ଜଗତଙ୍କ ମଣି !

ଡେଇଁ ,ବୁଲି ଖେଳି ଯାଏ 

      କରେ ସଂସାର ନଅର !

ସେ ନଅର ହୋଇଯାଏ 

         ସଭିଙ୍କର ଘର !

ଆଖିର ମୁକୁତା ସିଏ 

         ରକତ ର ଧାର !

ପିତା ର ମମତା ପୁଣି 

       ମାଆ ର ସେ ପ୍ରାଣ !

ଦୁଇ କୁଳ ହିତା ବୋଲି 

       କହେ ତାର ମାତା !

ନ ଭୁଲିବୁ କେବେ ହେଲେ 

       ଏହି ମୋର କଥା !

ସେ କଥା କୁ ପଣ କଲା 

       ରଖିଲା ମନରେ !

ଦୁନିଆ କୁ ଦେଖାଇବ

      ସ୍ବର୍ଣ୍ଣ ଅକ୍ଷର ରେ !

ସତ ହେଲା ସେହି କଥା 

     ସତ ହେଲା ବାଣୀ !

ଦୁନିଆ ରେ ଲେଖା ହେଲା 

     ସର୍ବ ହସ୍ତେ ନାରୀ !!!!!!!!


Rate this content
Log in

Similar oriya poem from Inspirational