Audio

Forum

Read

Contests

Language


Write

Sign in
Wohoo!,
Dear user,
ଆମର କୋଶଲ୍
ଆମର କୋଶଲ୍
★★★★★

© Bharat Meher

Inspirational

1 Minutes   6.8K    8


Content Ranking

କିଏ କହୁଛେ ନାଇ କୋଶଲ ରାଏଜ୍

ମାରୁ ଛନ୍ ଖାଲି ପରେ ଢାବା

କୋଶଲ୍ ଭାଏ ବହେନ୍ ଏକ ହେଲେଗା

କାଏଁଯେ କୋଶଲ ରାଏଜ ନାଇହେବା ॥

ଗାଏମା କୋଶଲ୍ ଲେଖମା କୋଶଲ୍

କେନ୍ତାନାଇ ହେବା ଦେଖମା

କାଏଁ ନାଇ ହେବା କୋଶଲ ରାଏଜ୍ ପିଲେ

ସାଙ୍ଗେ ଅଛେ ପରେ ଆମର ମାଁ ॥

ଆସରେ କୋଶଲ ଭାଏ ବହେନ ଆସ

କୋଶଲ ରାଏଜ କେ ମୁକଲାମା

ଆମର ସବକରର୍ ଏକତା ହେଲେ ଗା

କୋଶଲ୍ କେ ଆଗକେ ବଢାମା ॥

ନାଇ ପାସରୁଁ ଆମେ ଆମର ଗୀତ୍

ରସରକେଲି ଆରୁ ଡାଲଖାଇ

ବଂଚାମା ଆମେ ଆମର ବଜା ବାଜନା

ଢୋଲ୍ ନିଶାନ୍ ଆରୁ ମୁହୁରୀଇ ॥

କୋଶଲ ରାଏଜର ନା ରଖମା ଆମେ

ଲେଖମା କୋଶଲ କବିତା

କୋଶଲ ଭାଷାକେ ଆମେ ଉଚା କରମା

ପାଏବା ଆମର ଭାଷା ମାନ୍ୟତା ॥

ନାଇ ବୁଡଉଁ ଆମେ ଅମର ଲୋକକଲା

କବିତା,ନାଚ ଆରୁ ଗୀତ୍

ଆଗକେ ବଢାମୁ ଆମର କଲା କେ ଗା

କୋଶଲର ମାଏନ ବଢାବା ଦୁଇଭିତ୍ ॥

କୋଶଲ ରାଏଜ ଡାଲଖାଇ

Rate the content


Originality
Flow
Language
Cover design

Comments

Post


Some text some message..