Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharat Meher

Inspirational

2  

Bharat Meher

Inspirational

ଆମର କୋଶଲ୍

ଆମର କୋଶଲ୍

1 min
6.9K


କିଏ କହୁଛେ ନାଇ କୋଶଲ ରାଏଜ୍

ମାରୁ ଛନ୍ ଖାଲି ପରେ ଢାବା

କୋଶଲ୍ ଭାଏ ବହେନ୍ ଏକ ହେଲେଗା

କାଏଁଯେ କୋଶଲ ରାଏଜ ନାଇହେବା ॥

ଗାଏମା କୋଶଲ୍ ଲେଖମା କୋଶଲ୍

କେନ୍ତାନାଇ ହେବା ଦେଖମା

କାଏଁ ନାଇ ହେବା କୋଶଲ ରାଏଜ୍ ପିଲେ

ସାଙ୍ଗେ ଅଛେ ପରେ ଆମର ମାଁ ॥

ଆସରେ କୋଶଲ ଭାଏ ବହେନ ଆସ

କୋଶଲ ରାଏଜ କେ ମୁକଲାମା

ଆମର ସବକରର୍ ଏକତା ହେଲେ ଗା

କୋଶଲ୍ କେ ଆଗକେ ବଢାମା ॥

ନାଇ ପାସରୁଁ ଆମେ ଆମର ଗୀତ୍

ରସରକେଲି ଆରୁ ଡାଲଖାଇ

ବଂଚାମା ଆମେ ଆମର ବଜା ବାଜନା

ଢୋଲ୍ ନିଶାନ୍ ଆରୁ ମୁହୁରୀଇ ॥

କୋଶଲ ରାଏଜର ନା ରଖମା ଆମେ

ଲେଖମା କୋଶଲ କବିତା

କୋଶଲ ଭାଷାକେ ଆମେ ଉଚା କରମା

ପାଏବା ଆମର ଭାଷା ମାନ୍ୟତା ॥

ନାଇ ବୁଡଉଁ ଆମେ ଅମର ଲୋକକଲା

କବିତା,ନାଚ ଆରୁ ଗୀତ୍

ଆଗକେ ବଢାମୁ ଆମର କଲା କେ ଗା

କୋଶଲର ମାଏନ ବଢାବା ଦୁଇଭିତ୍ ॥


Rate this content
Log in

Similar oriya poem from Inspirational