STORYMIRROR

Bharat Meher

Others Romance

2  

Bharat Meher

Others Romance

ଫେରିଆ ମୋ ଅଭିମାନି ପ୍ରିୟା

ଫେରିଆ ମୋ ଅଭିମାନି ପ୍ରିୟା

1 min
2.6K


କୁଆଡେ ଗଳ ଗୋ ପ୍ରିୟା ମୋର

ତୁମବିନେ ପଗଳ ପରି ଜୀଉଁଛି

ତୁମ କଥା ଭାବି ଆଖିରେ ମୋ

ଲୁହ ଧାର ଖାଲି ଆଜି ବହୁଛି

ଭାବି ଦେଲେ ସେ ଦିନ ପିରତି

ହ୍ଠଦୟ ମୋ ଖାଲି ଜଲି ଯାଉଛି ||


ଉଁଆସ ରାତିର ସେ ଚୋରା ପିରତି

ମରମେ ମରମେ ହ୍ଠଦୟ କାନ୍ଦୁଛି

ତୁମ ଛବି ଅଜି ଦେଖି ମୁଁ ଜୀଉଁଛି

ସାରା ରାତି ଖାଲି ଚେଇଁରହୁଛି

କୁଆଡେ ଗଲ ଗୋ ଅଭିମାନି ପ୍ରିୟା

ତୁମ ବିନେ ଖାଲି ଖାଲି ଲାଗୁଛି।


Rate this content
Log in