Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Inspirational Others Abstract

2  

Tapan Dixit

Inspirational Others Abstract

ଶୁଭ ସକାଳର ସାରସ୍ୱତ ପ୍ରଣାମ

ଶୁଭ ସକାଳର ସାରସ୍ୱତ ପ୍ରଣାମ

1 min
7.2K


ପ୍ରୀତି ନୈବେଦ୍ୟ ......

ତୁମ ପଦଚିହ୍ନ 

ଘାସ ଗାଲିଚାରେ 

ଅଳତାର ରଙ୍ଗ 

କାକର ବୁନ୍ଦାରେ ,

ନିଶ୍ୱାସ ଚୋରାଏ 

ମହକ ଧୁପର

ହେଲେ ଜାଗେ ନାହିଁ 

ଭକ୍ତି ଭାବନାର 

କିପରି ଏ ବିଡମ୍ବନା ..?

ସୁପ୍ରଭାତେ ଆଜି ତୁମରି ପ୍ରେମରେ 

‘ବେଳା’ ଆଜି ଆନମନା …

ଭୁଲି କାଳିଆକୁ ତୁଳସୀ ଦୟଣା 

ତେଜି ଭକ୍ତି ଆରାଧନା .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Inspirational