Audio

Forum

Read

Contests

Language


Write

Sign in
Wohoo!,
Dear user,
ଫାଙ୍କି ଦେଲେ ସମ୍ପର୍କ ମରି ଯାଏନି
ଫାଙ୍କି ଦେଲେ ସମ୍ପର୍କ ମରି ଯାଏନି
★★★★★

© Sunanda Mohapatra

Abstract

1 Minutes   6.9K    4


Content Ranking

ଦିକ୍ ଦିକ୍ ଜଳୁଥାଏ ଛାତି ଭିତରେ ।

ତୋ' ପାଇଁ ସବୁକିଛି ଅଛି ସେଇମିତି ,

ମୁଁ ବି ସେଇଠି ଅଛି, ଯେଉଁଠି ଥିଲି,

ରହିଥିବି ଶେଷ ଯାଏ...!!

ବଦଳିବା ଶିଖି ନାହିଁ ଜୀବନରେ !

ଜନ୍ମ ଦିନରେ ତୋ' ପାଇଁ ଏତିକି

କାମନା କରିବି,ସେଇ ସବୁ ପ୍ରାପ୍ତ ହେଉ

ଯାହା ଦୁନିଆର....

ସବୁଠୁ ଭଲ, ସବୁଠୁ ସୁନ୍ଦର, ସର୍ବଶ୍ରେଷ୍ଠ !

ହେଲେ ତୋ' ଅଭିମାନ ଭାଙ୍ଗିଲା ବେଳକୁ

ଡେରି ହେଇ ଯିବନି ତ ??

ଛାତି ଜନ୍ମ ସର୍ବଶ୍ରେଷ୍ଠ

Rate the content


Originality
Flow
Language
Cover design

Comments

Post


Some text some message..