Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda B Mohapatra

Abstract

2  

Sunanda B Mohapatra

Abstract

ଫାଙ୍କି ଦେଲେ ସମ୍ପର୍କ ମରି ଯାଏନି

ଫାଙ୍କି ଦେଲେ ସମ୍ପର୍କ ମରି ଯାଏନି

1 min
6.9K


ଦିକ୍ ଦିକ୍ ଜଳୁଥାଏ ଛାତି ଭିତରେ ।

ତୋ' ପାଇଁ ସବୁକିଛି ଅଛି ସେଇମିତି ,

ମୁଁ ବି ସେଇଠି ଅଛି, ଯେଉଁଠି ଥିଲି,

ରହିଥିବି ଶେଷ ଯାଏ...!!

ବଦଳିବା ଶିଖି ନାହିଁ ଜୀବନରେ !

ଜନ୍ମ ଦିନରେ ତୋ' ପାଇଁ ଏତିକି

କାମନା କରିବି,ସେଇ ସବୁ ପ୍ରାପ୍ତ ହେଉ

ଯାହା ଦୁନିଆର....

ସବୁଠୁ ଭଲ, ସବୁଠୁ ସୁନ୍ଦର, ସର୍ବଶ୍ରେଷ୍ଠ !

ହେଲେ ତୋ' ଅଭିମାନ ଭାଙ୍ଗିଲା ବେଳକୁ

ଡେରି ହେଇ ଯିବନି ତ ??


Rate this content
Log in

Similar oriya poem from Abstract