STORYMIRROR

MANAS KUMAR PRADHAN

Children

3  

MANAS KUMAR PRADHAN

Children

ସ୍ମୃତି ପିଲା ବେଳର

ସ୍ମୃତି ପିଲା ବେଳର

1 min
189

ପିଲା ବେଳ ର ସେ ସାଉଁଟା ସ୍ମୃତି କୁ ଆଜି ସେ କଳା ସିଲଟ ରେ କାଠ ଖଡି ରେ ଲେଖିବାକୁ ଇଚ୍ଛା ହେଉଛି

ଅଳସୁଆ ମନରେ ସ୍କୁଲ କୁ ଯାଇ ସତେଜ ହେବାକୁ ଇଚ୍ଛା ହେଉଛି । ସ୍କୁଲରେ ଗୋଲ ହେଇ ଛିଡା ହୋଇ ପ୍ରାର୍ଥନା କରିବା" ଦୟା ବାରିଧି ବାରେ ଡେରି ଶ୍ରବଣ" ପ୍ରାର୍ଥନା ପରେ ସାଧୁ ସାର୍ ଙ୍କ ଡର ରେ ନଖ କୁ ଖାଇ ଯିବାର ପ୍ରବଣତା।


ସେ ସମୟର ସାଧାରଣ କଥା କୁ ଆଜିର ଅସାଧାରଣ ମସ୍ତିଷ୍କ ରେ ଚିନ୍ତନ କରିବାର ଖୁସି ଅଲଗା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children