STORYMIRROR

Rabindra Kumar Biswal

Comedy

3  

Rabindra Kumar Biswal

Comedy

ପତ୍ନୀଙ୍କୁକେମିତିନିୟନ୍ତ୍ରଣକରିବେ

ପତ୍ନୀଙ୍କୁକେମିତିନିୟନ୍ତ୍ରଣକରିବେ

1 min
180

ମୁଁ ତ ସକାଳୁ ସକାଳୁ ଶୀଘ୍ର ଉଠିଯାଏ, ଉଠିପଡ଼ି ଖବର କାଗକ ପଢ଼ିବା ମୋ ଅଭ୍ୟାସ, ଆଜି ଅନଲାଇନରେ ଗୋଟେ ହିନ୍ଦୀ ଖବରକାଗଜରେ ଗୋଟେ ଆର୍ଟିକାଲ ପଢ଼ିଲି,

Headline ଥିଲା 

ବିବି କୁ (ପତ୍ନୀ) କେମିତି ନିଜ ନିୟନ୍ତ୍ରଣରେ ରଖିବେ, ଲେଖାର Headline ମନକୁ ପାଇଲା,


ତେଣୁ ପୁରା ଆର୍ଟିକଲ ଟିକୁ ଗୋଟେ ନିଶ୍ୱାସରେ ପଢ଼ିଲି - 


ଲେଖାଥିଲା.....


ସକାଳୁ ସକାଳୁ ଚାଲିବାକୁ ଯାଆନ୍ତୁ , 


ଅଧିକ ପନିପରିବା ଖାଆନ୍ତୁ,, 


କ୍ରୋଧ କରନ୍ତୁନି, କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, 


ଖାଦ୍ୟ ପାନୀୟରେ ବିଶେଷ ଧ୍ୟାନ ରଖନ୍ତୁ, ଠିକ ସମୟରେ ଖାଦ୍ୟ ଖାଆନ୍ତୁ,


ରେଗୁଲାର BP, Sugar ଚେକ କରାନ୍ତୁ,


ଇତ୍ୟାଦି ଇତ୍ୟାଦି


ଏସବୁ ପଢ଼ି ପୁଣି ଆର୍ଟିକଲ ର Heading ଟିକୁ ପୁଣି ପଢ଼ିଲି,


ପଢ଼ି ମୁଣ୍ଡଟା ଖରାପ ହେଇଗଲା, ଲେଖାଥିଲା - 


ବିପି କୁ କେମିତି କରିନେ ନିୟନ୍ତ୍ରିତ, 


ଶଃଆଖିଟା ଖରାପ ହେଇଗଲାଣି,

ଯିବାକୁ ପଡ଼ିବ ଆଖି ଡାକ୍ତର ପାଖକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy