STORYMIRROR

Smrutirani Polai

Abstract Tragedy

2  

Smrutirani Polai

Abstract Tragedy

ନିଜେ ନିଜର ସେବକ ହେବା

ନିଜେ ନିଜର ସେବକ ହେବା

1 min
98

ଥରେ ଗାନ୍ଧିଜୀ ସାବରମତୀ ଆଶ୍ରମରେ ଅନ୍ତେବାସୀଙ୍କ ସହିତ ମିଶି ଅରଟରେ ସୂତା କାଟୁଥିଲେ।ସେହି ସମୟରେ ଶାସ୍ତ୍ରୀ ଆସିଲେ।ତାଙ୍କ କୁର୍ତ୍ତାଟି ଫାଟିଯାଇଥିବାର ଦେଖି ଗାନ୍ଧିଜୀ କହିଲେ କାର୍ଯ୍ୟ ବ୍ୟସ୍ତତା ଭିତରେ ତୁମେ ବୋଧହୁଏ ଦେଖୁନାହଁ।ଶାସ୍ତ୍ରୀ କହିଲେ ମୁଁ ସମୟ ପାଇନାହିଁ।ସେ ଖାଇସାରିବାପରେ ଦେଖିଲେ କୁର୍ତ୍ତାଟି ଠିକ୍ ହୋଇଯାଇଛି।ବାପୁ ହସିହସି ଉତ୍ତର ଦେଲେ ସେଇଦିନ ଆମେ ସ୍ଵାଧୀନ ହେବା ଯେଉଁଦିନ ଆମେ ଆମ ନିଜ କାମ ନିଜେ କରିବା ପାଇଁ ସମର୍ଥ ହେବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract