ଗଞ୍ଜେଇ
ଗଞ୍ଜେଇ
ଗେଇ
ସାରଦା ସାଦ ପରିଡା,
ଅାପକ , େକାଣାକ ବିାନ ଓ କାରିଗରୀ ମହାବିଦାଳୟ,
ଜଟଣୀ, ଭୁବେନର
‘’ ଆା ଉପରୁ ବହୁତ ଚାପ । େମା ଚାକିରି କଥା । ଆପଣ ମାେନ ଯଦ ି ଆେପାଷ ବୁଝାମଣା କରଦି ଅି େ େତେବ କଥାଟା
ଏଇଠ ି ଛି ିଜାଆା । ଆଉ ଯଦ ି ନକରେି ବ , ସମୁ ଥାନାକୁ ଯବି ାକୁ େହବ । କଏି ଜାେଣ େକା କେଚରୀ କଥା । େତଣକି ି
ଆପଣ ମାନ ଭାଗେର ଯାହା ବ । େମା େଦାଷ େଦବନ ି , ଆଉ େକେତ ଦନି ନଆି ଁ କୁ ଅେି ର ପୁେରଇବ ି ’’ , କାନ ମୁା
ଆଊଁସୁ ଆଉଁସୁ ଗୁହାରି କରିବା ଢେର ଥାନା ବାବୁ କହୁଥାି ସମେବତ ାମବାସୀୁ ।
େସତକି ି େବଳକୁ କଏି େଗାଟାଏ ରୁ େହାଇବା େଲାକ ପଛପଟୁ ଗଜନ କରଉି ଠଲି ା , ‘’ ନାୟ େବାଲି କଣ କଛି ି ନାହ ,
ତେମ ପୁଲି େହେଲ େବାଲି କଣ େଗାଟାଏ ମାଇପି କଥାେର ପୁରା ଗଁା ଟାକୁ ବାନି ବ ନା କଣ । େଦବା କଉ ଅିର ି ପୁଅ
ଆମ ଦହି େର ହାତ ଦବ । ମରଯି ିବୁ ପେଛ ମୁ େନାଇଂବୁ ନାହ । ଆେର ଭଲ ଯୁଗ େହଲା େହା ଏ ମାଇପି ଟା ପରୁ ା ଗଁା
ଟାକୁ ପାଣ ି ପିଆଇ ଦଉଛ ି । ”
ପୁଣ ି କଥାକୁ ସମତୁ ଲ କରବି ା ଢେର ଥାନବାବୁ ନଜି ଭାବର ବପି ରୀତ ବୁଝାଉ ବୁଝାଉ କହେି ଲ ,” ଆା ଆଉ କଥାକୁ
ଆଗକୁ ବଢାୁ ନାହ । ଯାହା ହବା କଥା େହଲାଣ ି । ଯାହା େଯମିତ ି କର ି କଥା କୁ ଏଇଠ ି ରଫା ଦଫା କର । ବେି ରାଧୀ ଦଳଆି
େଘରେି ଲଣ ି , କଥା ଯଦ ି ମହଳି ା କମଶି ନେର ପହେ , େତଣକି ି ମଁୁ ନରି ୁ ପାୟ । ଆପଣ ମାନୁ େକହ ି ରା କରପି ାରେି ବ ନାହ
। ” ମଶ , ଥାନା ବାବୁର େପଶାଗତ କକଶ ଗଳାର ଅନୁଭବ େହଉଲା େସେତେବେଳକୁ ।
େତେବ ଏେତ ସବୁ କଥାର କଣ ାସିକତା । ଏ କାହାଣୀର ପୃଭୂମି ଠି ଝିମିଟି େଖଳରୁ ମହାଭାରତ ର ସୂପାତ
େହଲାଭଳ ି । େସଦନି େହାଇଥାଏ େଦାଳ ପୁଣମ ା । େମଳଣ ପଡଆି େର ଚାଲିଥାଏ େଦାଳ େମଳଣ । ରାତ ି ସରକି ି ଗଁା
େଟାକାଏ ଅେପରା କରୁଥାି େମଳଣ ପଡିଆେର । ପିଲାଠୁ ବୁଢା ଯାଏ ସମେ େସଇଠ ି । ଭଳକି ି ଭଳ ି େରାଷଣୀ ,
ଡାକବାଜରି ଫାଟପି ଡୁ ଥାଏ ପୁରା ଗଁା । ରାତ ି ବଢବି ା ସେ ସେ େମଳଣ ପଡଆି ମଶଃ େଲାକାରଣ େହଉଥାଏ। ପଲି ା ,
ମାଇେପ ସମେ ଅେପରା େଦ ଗଲାରୁ ପୁରା ଗଁାtaa େଯମିତି ଖଁା ଖଁା େହାଇଯାଇଥାଏ େକାଳାହଳ ଭିତେର । ପାଖ ଆଖର
ଗଁା ରୁ ବ ି କାହ େକେତ େଲାକ ଆସଥି ା ି । ଏ ଅେପରା କଳା େମୀ ମାନ ପାଇଁ େଯମତି ି େଗାଟାଏ ମହାନର ଆସର ,
େସମିତି େଚାର, ଟାଉଟର , ଆଉ ନିଷାଡ଼ି ମାନ ପାଇଁ ମ େଗାଟାଏ ଭଲ ଆଖଡା । ବରଷ ଯାକ ମୁହଁ େମାଡି ପଡିେବ ,
ଠକି ବଷା ପେର ପେର ସୁଆ ଁ କଅଂଳଲି ା ଭଳ ି ଏମାନର େଚାରୀ କଳା ଭିଡ ି େମାଡ ି େହାଇ ଉେଠ । ଆଉ ତା ସହତି ଆଜ ି
କାଲି ଏ ନିଶାପାଣିର କରାମତି ; ଅାନୀ ମୂଖ ନିଷାଡ଼ି େବେଳ େବେଳ ଆପଣା’ର ଲାଗି େଗାଟାଏ େଗାଟାଏ େଲାକହସା କାମ
କରପି କା ି । େସଦନି ବ ି ଠି ସମାନ େଗାଟାଏ ଘଟଣା ଘଟଲି ା ସତଆି ସାେର ।
ସତଆି ଟା କା ନବି ୁଆି , ପୁରା ହୁା ମାଆ ଟା । ଯାହା ବୁଝି ବ ଫାେଳ । ଟେି କ େଟକ ି ଟୁ କା େଦେଲ ତନି ି ତନି ି ଜଣ
କାମ ଏକୁଟଆି କରଦି ବ । ଆଉ ତା ସହତି ଯଦ ି ଗେଇ ନଶି ା ଟେି କ ପଡଯି ାଏ େତେବ କଥା େଶଷ । ପୁଅ େଯମତି ି ନଜି କୁ
ସେବ ସବା ମେନ କେର । େସଦନି ସ ସରକି ି େମଳଣ ପଡଆି େର ମହାପୁର ଆଗେର ଭଜନ ଚାଲିଥାଏ । ଗାୟକ,
ପାଳଆି ଗାୟନ-ବାୟନ ଭତି େର ପୁରା ପରେି ବଶ ଭିମୟ େହାଇ ଉଠୁ ଥାଏ । େହେଲ ସତଆି ର ଏ ଭଜନ େର କଛି ି ମତଲବ
ନଥାଏ । ଖାଲି ମଛି ଟାେର ପଛେର ବସ ି ପାଳଧି େର । ଲ ଠାକୁର ଧୂପ େଭାଗକୁ । ତା’ର ି ପେର ଗେଇ ଚଲି ମ ବାହାରବି ।
େସତକି ି େବଳକୁ ସତଆି କୁ େଖାଜା । ଦଇବକୁ େସଦନି େମଳଣ େର ନଘି ାତ ଗେଇ େଭାଗ । ସତଆି କୁ ଏଭଳ ି ନଶି ା ାସଥି ାଏ
େଯ େମଳଣ ପଡିଆରୁ ଘର ଯାଏ ଆସିବା ଅସବ । ତଥାପି ନିଜକୁ ସାଳି େଗାଟାଏ େଗାଟାଏ ପାହୁ ପକାଇ ଆଗକୁ ଆଗକୁ
ବଢୁ ଥାଏ । ଢଳ ି ଢଳ ି କଛି ି ବାଟ ଯିବା ପେର , ଗଁା ମୁ ଚଉରା ପଡଲି ା । େସଇ ଚଉରା ପିିକୁ ଲାଗି ଆଉଜା େହଇଥାଏ
େକଇଖ ସାଇେକଲ । ନଶି ା େଜାରେର ନଜି କୁ ଚି ବି ା ଅବାେର ନଥାଏ ସତଆି । ସାମାନ ସାଇେକଲ ଟା େଯ ନଜି ର ବା
ଆଉ କାହାର ଚି ବି ବା େକମତି ି । ହଠା ଅନୁଭବ କଲା େଯମତି ି େସ ସାଇେକଲ ରୁ େଗାଟାଏ ତାକୁ ହାତ ଠାର ି ଡାକୁଚ ି ।
େବାେଧ ତା ପୁଅ କାଳଆି ଆଣ ି େଥାଇ େଦଇଯାଇବ । େଦଲା ଉାରୁ େଯମତି ି େଟାକାଟା େସଇ ସାଇେକଲ ଉପେର ବସଛି ି
। େଗାଡେର କଳା ମଚ ମଚ େଜାତା , ଧଳା ସାଟ , କଳା ପା , ପାକଟି େର କଲମ ।
ପୁଣି ନିଶା ଘାରିଲା ସତିଆ କୁ ; “ଏଁ େଟାକାଟା ଏଇଠି ସାଇେକଲ କୁ ଛାଡ ି େଦଇ ଯାଇଛ।ି “ ଛାମୁଡ ି ଧରଲି ା ସତଆି , ସାଇେକଲ
ଟାକୁ । ଏକା ନିାସ େର ଶୁେନ ଶୁେନ େଟକିେନଲା ସାଇେକଲ ଟାକୁ ଘର ଯାଏଁ ।ଗୁହାଳ ମୁେର େଥାଇେଦଇ
େକେତେବେଳ େସାଇପଡଛି ିଆଉ େହା ନାହଂି ।
ତା ଆର ଦନି ଆ ଫିଟଲି ା େବଳକୁ ଦନି ଦ ି ଘଡ ି । ଗଁା ଯାକ ହୁର ି ; ଭୁ ଇଁଆ ଘରୁ େଚାର ି େହାଇଛ ି । େଚାର ମାେନ ପରୁ ା କଳା
କନା ବୁେଲଇେଦଇଛ ି । ସତଆି ର େସେତେବଳକୁ ନଶି ା ଅେଧ ଖସଯି ାଇଥାଏ । ଆ ମଳ ି ମଳ ି ଉଠବି ା ସରକି ି ତାର ଆଉ
ଆର ରାତରି କଛି ି ମେନ ନଥାଏ । ଆ ଆଗେର ଭୂ ୟଁା ଘର ସାଇେକଲ । ଧୀେର ଧୀେର ମେନପଡଲି ା କାଲି ରାତରି ଘଟଣା
ସବୁ ।
ଛ ି ଛ ି େସ ଆଉ କାହାକୁ ମୁହଁ େଦେଖଇବ େକମତି ି । ଏ ସବୁ ତ େସ ନଶି ାର କରାମତ ି । ମୁକୁ କଛି ି ଉପାୟ ଆସୁ ନଥାଏ ତା’ର
। େଗାଟାଏ ପଥର ଭଳ ି ବସ ି କଣ କରବି ନ କରବି େସଇ କଥା ଭିତେର ଧ ି େହଉଥାଏ । େସତକି ି େବଳକୁ ତା ମାଈପ
ଫୁେଲଈ ସବୁ କଥା ଶୁଣଲି ା ଭଳ ି ସତଆି େଗାଡ ତେଳ ପଡ ି େନହୁରା େହଲା ସରକି ି କହ ି େହଉଥାଏ , “ଯାହା କରୁ ଛ କର ,
ୟାକୁ େକଉଁଠ ି ନୁଚାଅ , ଭୁ ଇୟାନ ବୁଢା େଯମତି ି ମାର ି େଗାଡାଉଛ ି , ଯଦ ି ଜାେଣ ତେମ ଏ କା କରଛି , େତେବ ନି ାର ନାହଂି
। କଏି ଜାଣବି ା ଆଗରୁ ଆକୁ ଠକି ଣା ଜାଗାେର ଲଗାଅ । ଏେବ ଯାଏଁ େକହ ି ଜାଣ ି ନାହା ି ।”
ଟେି କ ଥୟ ଧରଲି ା ସତଆି , େହଉ ଏଣକି ି ଯାହା େହବ େଦଖାଯିବ । ଗଁା ଦାରୁ ଦ ି େଘରା ବୁଲି ଆସଲି ା ସତଆି । ଗଁା ଟା
ଯାକର କଥା କାନେର ପଡୁଥାଏ । ଭି େଲାକ ଭି କଥା , କିଏ କହୁଥାଏ ଥାନା ବାଲାୁ ଆଣ , ଆଉ କିଏ କହୁଥାଏ ଥାନା
ବାଲା କଣ କରେି ବ , ତେମ ଗଁା ବସାଅ , ଗୁଣୀ ଆଣ , ଚୀପାଠ କର ି େସ ଠି େଚାରକୁ ଧରବି । ପୁଅ ଥେର ନା କହେି ଲ ,
ତାକୁ ସାବାଡ କରବାକୁ ଆଉ େକେତ ସମୟ । ଆମ ଠୁ କଣ ବୁେକଇଯିବ ସିଏ ।
ଏକଥା ସବୁ ଶୁଣ ି ଶୁଣ ି େସେତେବଳକୁ ସତଆି ପିେଳହ ି ପାଣ ି । କଣ କରବି କଣ ନକରବି କଛି ି ବୁ ି ବାଟ ଦଶି ୁନଥାଏ । ମନକୁ
ମନ ଆଲ ଆସୁଥାଏ େସ ତାିକର କଥା । ମଣିଷ ନୁେହଁ ତ େଗାଟାଏ ରାାଷ , ନାଲି ନାଲି ଡିମା ଡିମା ଆ , କପାଳେର
ଚାର ି ଆୁଳ ବହଳର ସି ୁର େଲପ । ଦ ି ହାତେର ଦସ –େକାଡଏି ପଥର ମୁଦ ି । ବାଜୁବେର ପଟାଦାର େଡଉଁରଆି ,
େବକେର ଚାରସି ାରଆି ରୁ ା ମାଳ।ି ଆଉ ତା ସାକୁ ଦରପଚା ବହଳ ଦାଢ।ି ନଡରବି ା େଲାକ େଭେଟଣା ହବ ଦନି ଦ ି
ପହରେର । ସତଆି ଠି ଜାଣଛି ି ତା’ର କରାମତ ି । ସାତ ସି ୁକ ଭତି େର ରେଲବ ି ନି ାର ନାହଂି । ଖାଲି ନଜି କରମ ନି ୁଲା
ସତଆି େସେତେବେଳ । କଛି ି େଗାଟାଏ ଉପାୟ କରବି ାକୁ ପଡବି । ଆଜ ି ରାତ ି ସରକି ି ଯଦ ି ଏ ସାଇେକଲଟାକୁ ଠକି ଣା ଜାଗାେର
ନ ଲଗାଏ େତେବ ନି ାର ନାହଂି ।
େସଦନି ରାତ ି ଦ ି ଘଡ ି ସରକି ି ସତଆି ପାଦ ଚପି ି ଚପି ି ଆଗକୁ ପାହୁ ପକାଇ ଚାଲିଥାଏ । କଣ ଆଉ କରବି । ନେି ଜ ତ ଜାଣ ି
ଜାଣ ି ମରଛି ,ି ଏସବୁ େସଇ ଗେଇ ର େଦାଷ। େସେତେବଳକୁ ଗଁା େଟାକାଏ ବ ି ଜାଗତଆି ର । ଧର କହେି ଲ ବା ି
ପେକଇବା ପରି ତି ି । େଯେତ ଲୁ ଚ ି ଲୁ ଚ ି ଗେଲବ ି ନି ାର ନାହଂି । ସତଆି ର ବ ି ଫଟା କପାଳ । ଗଁା େଟାକା ହାବୁଡେର
ପଡଲି ା ସତଆି । ସତ କଣ ମଛି କଣ ଆଉ କଏି ବି ାସ କରୁ ଛ ି େଯ । ପୁଣ ି ଗଁା ଯାକ ହୁର ି । େଚାର ଧରା େହାଇଛ ି ।
େସେତେବେଳ େକହ ି କାହା ମୁହଁ କୁ ଚାହବ ା ଅବାେର ନଥା ି । ବାରମାର ଚି ାର କରୁ ଥାଏ ନଜି ଦୁଭାଗ ର କଥା କହୁ କହୁ ।
ସେ ଯେ କେବଳ ସାଇକେଲଟି ଅଜ୍ଞାନ ବସ ନେଇଛି , େସକଥା କାହାକୁ ବୁେଝଇ ପାରୁନଥାଏ । କିଏ ବା ବୁଝିବ ଆଉ କଣ
ପାଇଁ ।
େସଇ େକଇଟା ମୂହୁ ଭିତେର ସତିଆ ଅସତିଆ େହାଇସାରିଥାଏ େକେତେବଳୁ । ହୁା ମାଆରୁ େଚାର , ତର
େହାଇସାରିଥାଏ । କାହାକୁ ବା େକେତ କଇଫତ େଦବ । ନିଜ ଉପେର ଘୃଣା ଆସୁଥାଏ ସତିଆର େସେତେବେଳ । େସ େଯଉଁ
ହୀନା େହଉଛ ି ତା ପାଇଁ େସ ନେି ଜ ହ ଦାଇ । ଏ ଜୀବନ ଆଉ ର ଲାଭ କଣ । ଆଉ େକମତି ି ମୁ େଟକ ି ବବି େସ ।
େଗାଟାଏ େହାଳ ଡଆି ଁ ମାର ି ଦଉଡ ି ପେଳଇଲା ଗହଳ ି ଭିତରୁ । ତା ଆରଦନି େଦଲା େବଳକୁ ଶଳାଟା ଗଁା ମୁ ଚାକୁା
ଗଛେର ଦଉଡ ି େଦଇଛ ି । ଛ ି ଛ ି ଶଳା ଟା ମଲା ତ ମଲା ଅପବାଦ େନଇ ମଲା , ପୁରା ଗଁା ଟାକୁ ଥାନା କୁ ଭିଡେି ନଲା । ତା
ମାଇପିଟା ବ ି େସଇଭଳ ି । କଛି ି ବୁଝୁ ନ ବୁଝୁ ଗଁା ଟା ଯାକ ନଁା େର ଥାନାେର େଫରାଦ ।
ମଶଃ ଥାନା ବାବୁ ଶା ପଡ ି ଆସୁେଲ । େଗାଟାଏ ଦୀଘ ାସ େନଇ େମା ଆଡକୁ ଚାହ କହୁେଲ , ବୁଝଲି ପରଡି ା ବାବୁ ,
ଏ ନିଶା ପୁଣି େଗାଟାଏ ପରିବାର ଖାଇଗଲା , େକେବ ଏ ରାସ ପାଖରୁ ନିାର ମିଳିବ େକଜାଣି ।