STORYMIRROR

sanatana nayak

Classics

3  

sanatana nayak

Classics

ଘନ ତମିଶ୍ରାର ଦୀର୍ଘ ଶର୍ବରୀ

ଘନ ତମିଶ୍ରାର ଦୀର୍ଘ ଶର୍ବରୀ

1 min
300

    ଘନ ତମିଶ୍ରାର ଦୀର୍ଘ ଶର୍ବରୀକୁ ଧ୍ବଂସ କରି ଯେତେବେଳେ ପୂର୍ବ ଦିଗରେ ନୂତନ ସୂର୍ଯ୍ୟ ଆବିର୍ଭାବ ହୁଏ ତା'ର ପ୍ରଥମ ରଶ୍ମିରେ ଉଦ୍ଭାସିତ ହୋଇ ଉଠନ୍ତି ନଭଶ୍ଚୁମ୍ବୀ ବନସ୍ପତି ସମୂହ ; କିନ୍ତୁ ଭୂତଳଶାୟୀ କ୍ଷୁଦ୍ର ଦ୍ରୂବା ସେହି ଆଲୋକ ପାଇବାରୂ ବଞ୍ଚିତ ହୁଅନ୍ତି । ସେମିତି ଓଡିଶାର  

କୋଣେ ଅନୁକୋଣେ ଅନେକ ପ୍ରତିଭା ଲୁକ୍କାୟିତ ରହିଛନ୍ତିି ।

ପ୍ରତିଭା କ୍ରମବିକାଶ ପଥରେ ବାଧାା ସମ୍ମୁଖୀନ ହୁଏ କିନ୍ତୁ ଧରଣୀର ଧୂଳିରେ ହଜିଯାଏ ନାାହିଁ । ଗୁୁଣୀ ସମ୍ମମାନର ଅନ୍ବେଷା କରେନା ସମ୍ମାନ ତାା'ର ଅନୁସରଣ କରିଥାଏ ।



Rate this content
Log in

Similar oriya story from Classics