STORYMIRROR

Prabhati Debnath

Inspirational Tragedy

5.0  

Prabhati Debnath

Inspirational Tragedy

-----------ଅମର ପ୍ରେମ----------

-----------ଅମର ପ୍ରେମ----------

1 min
14.6K


ସେଦିନ ଅନ୍ଧାର ରାତି ।ଅନ୍ଧାରର କାଳିମା ଭିତରେ ଦୁଇ ଜଣ ପ୍ରେମ ଯୁଗଳ ପରସ୍ସରକୁ ଭେଟି ଥିଲେ ଏକ ନିରୋଳା ସ୍ଥାନରେ ।ମୁଖ ମଣ୍ତଳରେ ନ ଥିଲା ପ୍ରେମର ଆବେଦନ ।କେବଳ ଥିଲା ଅନୁତାପର

ଚିହ୍ନ ।ସମୟ ଓ ପରିସ୍ଥିତିକୁ ସାମ୍ନା କରି ନ ପାରି ପରିବାରର ସଦସ୍ୟଙ୍କୁ ସମ୍ମାନ ଦେଇ, ଦୁହେଁ ଦୁହିଁଙ୍କ

ଠାରୁ ଅଲଗା ହେଲେ ।ଆତ୍ମହତ୍ୟା କରି ପାପ ଅର୍ଜନ

କରିବାକୁ ନୁହେଁ ।ପ୍ରେମକୁ ବଞ୍ଚାଇ ରଖିବା ପାଇଁ,

ଅବିବାହିତ ରହିବାକୁ ନିଷ୍ସତ୍ତି ନେଇଥିଲେ ଦୁଇଟି ଜୀବନ ।ଆତ୍ମା ସହିତ ଆତ୍ମା ମିଶି ଯାଇଥିଲା ପ୍ରେମ ଯୁଗଳଙ୍କର ।ପବିତ୍ର ଅମର ପ୍ରେମରେ ଲୀନ ହୋଇଗଲେ ଦୁଇଟି ନିଷ୍ସାପ ଜୀବନ ।


विषय का मूल्यांकन करें
लॉग इन

More oriya story from Prabhati Debnath

Similar oriya story from Inspirational