STORYMIRROR

Prabhati Debnath

Others

5.0  

Prabhati Debnath

Others

ଅମର ପ୍ରେମ

ଅମର ପ୍ରେମ

1 min
1.3K


ଶ୍ରୀମତୀ ପ୍ରଭାତୀ ଦେବ ନାଥ

ସେଦିନ ଥାଏ ଅନ୍ଧାର ରାତି ।ଅନ୍ଧାରର କାଳିମା ଭିତରେ ଦୁଇ ଜଣ ପ୍ରେମ ଯୁଗଳ ପରସ୍ପରକୁ ଭେଟି ଥିଲୋ ଏକ ନିରୋଳା ସ୍ଥାନରେ ।ମୁଖ ମଣ୍ଡଳରେ ନଥିଲା ପ୍ରେମର ଆବେଦନ ।କେବଳ ଥିଲା, ଅନୁତାପର ଚିହ୍ନ ।

ସମୟ ଓ ପରିସ୍ଥିତିକୁ ସାମ୍ନା କରି ନ ପାରି ପରିବାରର ସମସ୍ତଙ୍କୁ ସମ୍ମାନ ଦେଇ, ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେଲେ ।ଆତ୍ମ ହତ୍ୟା କରି ପାପ ଅର୍ଜନ ପାଇଁ ନୁହେଁ ।ପ୍ରେମକୁ ବଞ୍ଚାଇ ରଖିବା ପାଇଁ, ଅବିବାହିତ ରହିବାକୁ ନିଷ୍ପତ୍ତି ନେଲେ ଦୁଇଟି ଜୀବନ ।ଏହା ହିଁ ତ ଅମର ପ୍ରେମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Prabhati Debnath