STORYMIRROR

SATYABHAMA BEHERA

Drama Tragedy

3  

SATYABHAMA BEHERA

Drama Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
428

କିଛି ଘଟଣା ବ୍ୟକ୍ତ କରି ହୁଏ।କିଛି ଅବ୍ୟକ୍ତ ରହିଯାଏ ଯେଉଁ ଘଟଣା ଅବ୍ୟକ୍ତ ରହିଯାଏ ତାହା ସାରା ଜୀବନକୁ କଷ୍ଟ ଦେଇଥାଏ।ସ୍ୱାଧୀନ ହେବାପରେବି କିଛି ଅଜଣା ଭୟରେ ସେ ଆକ୍ରାନ୍ତ।ସେଇ ଭୟ କେବେ କେବ ତାକୁ ଖୁବ୍ ଯନ୍ତ୍ରଣା ଦିଏ ତ କେତେବେ ବ ସାହସ ଦିଏ ସବୁ ପରିସ୍ଥିତି ସହ ଖାପଖୁଆଇ ଚାଲିବା ପାଇଁ। ସୋହା ଆଜି ଏକ ପ୍ରତିଷ୍ଠିତ ଅନୁଷ୍ଠାନର ମୁଖ୍ୟ କର୍ମଚାରୀ।ଯେଉଁ ସ୍ଥାନରେ ଆଜି ସୋହା ସେଥିପାଇଁ ସେ ଖୁବ୍ କୃତଜ୍ଞତା ଜ୍ଞାପନ କରିଛି ଭଗବାନଙ୍କୁ। ଯଦିଓ ସେ ସେହି ସ୍ଥାନରେ ପହଞ୍ଚିବା ପାଇଁ ଖୁବ୍ ପରିଶ୍ରମ ମଧ୍ୟ କରିଛି। ତାପାଇଁ ଅନେକ ଗୁଡ଼ିଏ ଭଲ ପ୍ରସ୍ତାବ ଆଜି ଅପେକ୍ଷା କରିଛି। କିଏ ବା ନ ଚାହିଁବ ଏମିତି ପ୍ରସ୍ତାବ। ସୋହା ବି ଖୁବ୍ ସୁନ୍ଦର ଗୋଟେ ଚାଉଳରେ ଗଢ଼ା ତା ରୂପ। ଖାଲି ଯାହା ତା ଅଭିଭାବକ ଯାହାକୁ ଠିକ୍ କରିବ ସେ ତାକୁ ତା ହାତରେ ଛନ୍ଦିଦେବେ।କିନ୍ତୁ ଅନେକ କଥା ଭାରାକ୍ରାନ୍ତ କରେ ସୋହାକୁ ଯାହା ତା ମନରେ ରହିଛି। ଅନେକ କଥା ନେଇ ତା ଅଭିଭାବକ ଚିନ୍ତାମୁକ୍ତ କାରଣ ଝିଅ ହିସାବରେ ଖୁବ୍ ଆଜ୍ଞାକାରୀ । ସୋହା ପାଇଁ  ଅନେକ ସମୟରେ  ପ୍ରସ୍ଥାବ ଆସେ। ସବୁ ବି ବହୁତ୍ ଭଲ । ଏବେ ସେହି ସମୟ ସହ କାର୍ଯ୍ୟର ଭାର ଟିକେ କମ୍ ଥିବାରୁ 

ସୋହା ପାଇଁଁ ବିବାହ ସ୍ତ୍ତିରର କାର୍ଯ୍ୟ ଆରମ୍ଭ କରିଦିଆଯାଇଥିଲା।  ସୋହା ପାଇଁ ଉପଯୁକ୍ତ ପାତ୍ରର ସନ୍ଧାନ ମଧ୍ୟ ଚାଲିଲା ସୋହା କିନ୍ତ୍ତୁ ଅନ୍ୟ କେତେକ ପ୍ରସଙ୍ଗରେ ବ୍ୟସ୍ତ ବିବ୍ରତ ଅନୁଭବ କରୁଥିଲାl ସେଦିନ ଜଣେ ଦୂର ସଂପର୍କୀୟଙ୍କୁ ଭୁଲ୍ ରେ ଏମିତି ଶାସ୍ତି ପାଇଛି ସୋହା ନା ତାକୁ ସେ କହି ପାରୁଛି ନା ସେ ସହି ପାରୁଛି। । କଣ ସୋହା ଉପରେ ହେଇଥିବା ଏହି ଦୁର୍ଘଟଣା ପରେ ସୋହା ଆଉ ନିଜ ଜୀବନରେ ଆଗକୁ ବଢିପାରେ। ଏବେ ଖାଲି ସୋହା ର ପାଦ ବଢ଼ାଇବା ପାଇଁ ଅପେକ୍ଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama