STORYMIRROR

Malhar E-magazine

Drama Romance Classics

3  

Malhar E-magazine

Drama Romance Classics

ତୁମରି ସାଥେ

ତୁମରି ସାଥେ

1 min
108

ବାଟ ଭି ଏକା ବାଟୋଇ ଏକା

           ନାହିଁ କିଛି ଅଭିଳାଷ,

ଦୁର୍ଗମ ପଥ ଜୀବନ ମୋର

           ହୁଏନାହିଁ କେବେ ଶେଷ।


ତୁମ ଠିକଣା ମତେ ଅଜଣା

           ତଥାପି ମୁଁ ଚ଼ାଲୁଥାଏ ,

ବିଶ୍ବାସ ଅଛି କେବେ ନା କେବେ

           ଭେଟ ହେବ ସାଥି ଟିଏ ।


ତୁମରି ସ୍ପର୍ଶ ଭରିବ ମନେ 

           ଅସରନ୍ତି ଆତ୍ମଗ୍ଲାନି,

ତୁମ ସାଥିରେ ଚ଼ାଲିବି ବାଟ

           ସାଥି ତୁମେ ଅଭିମାନୀ ।


ଜୀବନ ବାଟେ ସାଥୀରେ ତୁମ

           ଚ଼ାଲୁଥିବି ହାତ ଧରି ,

ଆସୁ ଯେ ପଥେ ଜୀବନେ ଝଡ଼

           ଯିବିନି ପଛକୁ ଫେରି ।


Rate this content
Log in

More oriya poem from Malhar E-magazine

Similar oriya poem from Drama