STORYMIRROR

Sujata 1234

Romance

4  

Sujata 1234

Romance

ତୃଷ୍ଣା

ତୃଷ୍ଣା

1 min
233


ତୁମ ଚାହାଁଣୀର ମାଦକତା

ତୁମ ବନ୍ଧନର ଉଷ୍ମତା

ପାଦ ଛନ୍ଦର ଶିହରଣ

ଦୁଷ୍ଟ ଓଠର ଈଶାରା

ସମ୍ଭୋଗର ଆହ୍ୱାନ

ଧମନିର ଉଷ୍ମ ରକ୍ତପ୍ରବାହ

ରିକ୍ତ ସିକ୍ତ ଆତ୍ମା

ଅଣନିଶ୍ୱାସୀ ବିରାମ

ଏ ସବୁ କଣ !

ସ୍ୱିକାରୋକ୍ତି ଏକ

ନୂଆ ସମ୍ଭାବନାର...

ସମର୍ପିତ ସମ୍ମୋହନ

ମୋହ ଓ ବନ୍ଧନର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sujata 1234

Similar oriya poem from Romance