ତମେ
ତମେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସଭିଏଁ ଡାକନ୍ତି ତମେ ତମେ ବୋଲି
ସେତମେରେ ମାନେ ନାହିଁ
ସେ ତମେର ମାନେ ନାହିଁ |
ତମେ ଯେତେବେଳେ ତମେ ଡାକିଦିଅ
ଏତେ ମିଠା କାଇଁ ପାଇଁ |
ରାତି ଯେ ଆସିଲା ପାହି
ଜହ୍ନକୁ ପଚାରେ ତମ ଗାଁ ଠିକଣା
ତାର ମାନେ ପଡେ ନାହିଁ |
ସଭିଏଁ ଡାକନ୍ତି ତମେ ତମେ ବୋଲି
ସେତମେରେ ମାନେ ନାହିଁ
ସେ ତମେର ମାନେ ନାହିଁ |
ତମେ ଯେତେବେଳେ ତମେ ଡାକିଦିଅ
ଏତେ ମିଠା କାଇଁ ପାଇଁ |
ରାତି ଯେ ଆସିଲା ପାହି
ଜହ୍ନକୁ ପଚାରେ ତମ ଗାଁ ଠିକଣା
ତାର ମାନେ ପଡେ ନାହିଁ |