STORYMIRROR

LAXMAN KUMAR BEHERA (ଯତି)

Romance

1  

LAXMAN KUMAR BEHERA (ଯତି)

Romance

ସୁଧାମୟୀ (୧ମ ଭାଗ)

ସୁଧାମୟୀ (୧ମ ଭାଗ)

1 min
2.9K


ଭାବିନି କେବେ

ବିଶ୍ଵ ମୋତେ ଚିହ୍ନୁ ବୋଲି

କେବଳ

ତୁମେ ଚିହ୍ନିଲେ ଯଥେଷ୍ଟ ମୋର,

ପ୍ରେମ ସହକାରେ ତୁମ ଅନ୍ତରୁ

ମୋ ନାମ ଯେବେ ଆସିବ ଭାସି

ସାରା ସୃଷ୍ଟିରେ

ମୁଁ ହେବି ଅମର •••


କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ- 09668242720


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance