Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Abstract Drama

2  

kamal kumar dash

Abstract Drama

ଫେରିବି ଗାଁକୁ ଥରେ

ଫେରିବି ଗାଁକୁ ଥରେ

1 min
113



ହୃଦୟେ ସାଇତା ଗଲା ସ୍ମୃତି ସବୁ 

   ଆମ ଛଡା କିଏ ପାରେନା ପଢି

ଗଲାସେ ସ୍ମୃତିକୁ ମନରେ ପଢିଲେ 

   ଆଖିରୁ ଲୋତକ ପଡଇ ଗଡି ।


ସମୟ ସୁଅରେ  ସବୁ ବଦଳିଛି 

   ଆଜି ଆମେ ତାଠୁ ଅନେକ ଦୂରେ 

ଗାଁ ସାଙ୍ଗ ସାଥି  ସେ ସ୍ନେହ ଆଦର

   ମନେ ପଡିଲେ ମୋ ହୃଦୟ ଘାରେ ।


ଜାଣେନା କାହିଁ କି ମନ ଫେରେ ସେଠି 

    ଥିଲେବି ମୁଁ ଆଜି ଅନେକ ଦୂରେ 

ଏକl ଏକl ଲାଗେ  ଗହଳି ଭିତରେ 

    ମନ ବୁଲେ ଗାଁ ଆମ୍ବ ତୋଟାରେ 

ବୋଉ ଖୁଡି କଥା ଭାରି ମନେ ପଡେ 

     ଭାବେ ମୁଁ ଫେରିବି ଗାଁକୁ ଥରେ ।


Rate this content
Log in

Similar oriya poem from Abstract