STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ପାଗଳ ମନ

ପାଗଳ ମନ

1 min
322

ମନ ପାଗଳ:ଧନ ପାଇଁ ଜନ ପାଇଁ

ଶାନ୍ତି ପାଇଁ ହସ ପାଇଁ

ସୁଖ ପାଇଁ ଘର ପାଇଁ

ବ୍ୟବସାୟ ପାଇଁ ପ୍ରୀତି ପାଇଁ

ଗୀତ ପାଇଁ ସୁର ପାଇଁ

ଛନ୍ଦ ପାଇଁ ନାଚ ପାଇଁ

ଅଭିନୟ ପାଇଁ ସାହିତ୍ୟ ପାଇଁ

ଫୁଲ ପାଇଁ ଚନ୍ଦନ ପା଼ଇଁ

ସାଥୀ ପାଇଁ ନାଁ ପାଇଁ

ଜୀବନବର ପକା ଉଠାରେ

ବେଶ଼ ଝାଳ ବାହାରିଚି

ନଳ କୂଅରୁ ବାଲ଼ଟି ବାଲ଼ଟି

ପାଣି ବୋହିବା ପରି

ଜୀବନ କୁ ବୁଝିବାକୁ ଯାଇ

ବେଶ଼ କାଳ ଗଡ଼ି ଯାଇଚି

ଜୀବନ ଟା ଚୁଇଁଗମ଼ ପରି

ଶେଷକୁ ଫିଂଗି ଦେବାକୁ ହୁଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract