STORYMIRROR

Ankita Patra

Inspirational

3  

Ankita Patra

Inspirational

ନାରୀ ନିର୍ଯାତନା

ନାରୀ ନିର୍ଯାତନା

1 min
2.3K


କାହିଁକି କରୁଛ ନାରୀ ବଳାତ୍କାର 

      ‌‌ସୃଷ୍ଟି ତତ୍ତ୍ଵ ଏଡ଼ି ଦେଇ

ଦୁନିଆଟା ସୃଷ୍ଟି ନାରୀ ଠାରୁ ପରା

      ନାରୀ ଅଟେ ନାରାୟଣୀ। 


ସମାଜରେ ଆଜି ନାରୀ ନିର୍ଯ୍ୟାତନା

       ବଢ଼ୁ ଅଛି ଦିନୁ ଦିନ

ଯୈାତୁକ ପାଇଁ ଶାଶୁ ଘରେ ବୋହୂ

       ମରେ ହୋଇ ହୀନିମାନ। 


ଯା ଗର୍ଭରୁ ଆମେ ଜନମ ହୋଇଲେ

       ଯାଆଠୁ ଶିଖିଲେ ପ୍ରେମ,

ତାହାରି ପାଇଁ ଯେ ପୁରୁଷ ସମାଜ

       ସାଜି ଅଛି କାଳ ଯମ। 


ଅବଳା ଦୁର୍ବଳା ଭାବି ତାକୁ ସବୁ

      ‌ଶୋଷି ନେଲ ରକ୍ତ ମାଂସ,

ତା ଲୁହରେ ଦିନେ ରାକ୍ଷସମାନେ ରେ

     ‌ନିଶ୍ଚୟ ହୋଇବ ଧ୍ୱଂସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational