STORYMIRROR

Sanjaya Kumar Pradhan

Comedy

2  

Sanjaya Kumar Pradhan

Comedy

ମୋବାଇଲର କରାମତି

ମୋବାଇଲର କରାମତି

1 min
718


ମୋ ଏ ପକେଟରେ ମୋବାଇଲି ମୋ ସେ ପକେଟରେ ମୋବାଇଲି

ବଡ଼ ଅଡ଼଼ୁ଼ୁଆ ଲାଗୁଛି ଭଲ ଭାବରେ ମୁଁ ପାରୁନି ଚାଲି ।

ଭିଡ଼ିଓ କଲ୍ କରିିଵି ବୋଲି କବିତା ଗୋଟେ ଗୋଟେ ପଠେଇବି ବୋଲି

ଆଠ ହଜାର ଟଙ୍କା ଦେଇ କବାଟ ଫାଳିଆ ମୋବାଇଲ୍ ଗୋଟେ କିଣିଲି

ମୋର ଷ୍ଟାଫ୍ ସାନ ଭାଇ ଭିଡ଼ିଓ କଲ୍ କରିବା ଦେଲେ ଶିଖାଇ କଲ୍ କରିବାରେ ହୋଇ ଵାଇ ଦୁଇ ନମ୍ବର ଶଳାକୁୁ ଦେଲି ଲଗାଇ।

ନିଶ ନାହିଁ ତାର ମୋଡୁଛି ନିିିଶ

ଦେଖି ହସିଦେଲି ମୁଁ ଖିଲି ଖିଲି

ମୋ ଏ ପକେଟରେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy