Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ମୋ ଭାଷା ମୋତେ ସୁନ୍ଦର

ମୋ ଭାଷା ମୋତେ ସୁନ୍ଦର

1 min
125



ମୋ ଭାଷା ମୋ ପାଇଁ ସୁନ୍ଦର

ନ ଲାଗୁ ଏଠି କାହାର ନଜର

ମୋ ଭାଷା କୁ ନେଇ ଗର୍ବ କରେ

ଭାଷା ପାଇଁ ମୁହିଁ ଜୀବନ ଧରେ l

ମୋ ଭାଷା ପାଇଁ ସବୁଠି ଲଢ଼ିବି

ଭାଷା ଆନ୍ଦୋଳନ କରି ଆଗେଇବି

ମୋ ଭାଷା ପାଇଁ କବିତା ଲେଖିବି

ଜନ ସଚେତନା ସବୁଠି ମୁହିଁ କରିବି l

ମୋ ରାଜ୍ୟ ସୁନ୍ଦର ହୋଇ ଉଠିବ

ଯେବେ ଭାଷା ଆମ ସୁରକ୍ଷିତ ହେବ

ଆସ ଆମର ଭାଷା କୁ ଭଲ ପାଇବା

ଆମ ଭାଷା କହିବା ଲେଖିବା ବଞ୍ଚାଇବା l



Rate this content
Log in

Similar oriya poem from Inspirational