STORYMIRROR

krushnapriya SAHU

Romance Tragedy

2  

krushnapriya SAHU

Romance Tragedy

ମନର ମଣିଷ

ମନର ମଣିଷ

1 min
3.1K

ମନର ମଣିଷ

    ଦବ ଯଦି ଦୋଷ

କହିବି ଆଉ

     କାହା ଆଗେ,

ତୁମେ ନ ବୁଝିଲେ

     ଆଉ କେ ବୁଝିବ

ହୃଦୟର ବେଦନା ଯେତେ।

ତୁମ ଭରଷାରେ

     ଆସିଛି ମୁଁ ଛାଡି

ମୋ ବନ୍ଧୁ ପରିଜନ

     ତୁମେ ନ ଚାହିଁଲେ

ଯିବି ମୁଁ କୁଆଡ଼େ

     ଏତେ ବଡ଼ ଦୁନିଆରେ।

ମୋ ଆଖିିର ଲୁହ

     ବହି ଯାଉଥିବ

ତୁମର ପରସ ପାଇ,

     ରହିଛି ଅନାଇ

ଥିବି ରହି ମୁହିଁ

     ତୁମର ଆଦର ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from krushnapriya SAHU

Similar oriya poem from Romance