STORYMIRROR

nrusingha nanda

Classics

2  

nrusingha nanda

Classics

ମା ସମଲେଇଶିରୀ

ମା ସମଲେଇଶିରୀ

1 min
24

ମା ସମଲେଇଶିରୀ ଗୋ ତୁଇ

ସେମେଲ୍ ତଲେ ଗୋ ବସିଛୁ 

ସିନ୍ଦୁର୍ ମୁହିଁ ମାଗୋ ଦୟା ଦାଈନି 

ଦୁଖିର୍ ଦୁଖ୍ ବୁଝି ଦଉଛୁ ସୁଖ୍ 

ମହାଳୟା ଦିନେ ଧୁବଲା ହେସୁ 

ଗଂଗା ଭେଷେ ତୁଇ ଦର୍ଶନ ଦେସୁ 

ଜୟ ଜୟ ସମଲେଇମା 

ହିରାଖଣ୍ଡ୍ ରାଏଜର୍ ରାଣୀ ତୁଇ ମାଁ 

କାଏଂ ଗୁନ୍ ଆଉ ଗାଏମୀ 

ଅଜ୍ଞାନୀ ମୁଇ କାହୁଁ ଜାନମୀ 

ତୋର୍ ଦୟା ବଲେ ବନ୍ଦନା କଲି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics