STORYMIRROR

DEEPAK PANIGRAHY

Inspirational

2  

DEEPAK PANIGRAHY

Inspirational

ଲେଖକ

ଲେଖକ

1 min
2.6K


ମୋ ସପନର ଗନ୍ତାଘରେ

ତୁମେ ରତ୍ନ ସିନ୍ଦୁକ,

ମୋ ଅଥଳ ହୃଦୟ ସାଗରେ

ତୁମେ ମୋତି ମାଣିକ,

ମୋର ସ୍ମୁତି ଆଇନାରେ

ଦେଖେ ତୁମ ପ୍ରତିଛବି,

ମୋ ମନର ତୁମେ ମଧୁଲତା

ମୁଁ ତୁମ ପାଇଁ ଲେଖି ଚାଲେ କିଛି କବିତା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from DEEPAK PANIGRAHY

ଲେଖକ

ଲେଖକ

1 min ପଢ଼ନ୍ତୁ

Similar oriya poem from Inspirational