STORYMIRROR

Rashmi Ranjan Moharana

Romance

3  

Rashmi Ranjan Moharana

Romance

କସ୍ତୁରୀ

କସ୍ତୁରୀ

1 min
211


ତୃଷ୍ଣା ଭରା ଏଇ ସାୟଂ କାଳେ

ମୃଗ ତୃଷ୍ଣା ସ୍ୱରୂପ ସେ ଉଙ୍କି ମାରିଛି,


କିଛି କ୍ଷଣ ର ଆଶଙ୍କା ସହ

ସେ ଚନ୍ଦ୍ରମା ର ବନ୍ହି ସାଜିଛି,


କରୁଣା ର ରୂପ ସାଜି ମଧୁର ସ୍ଵରରେ

ମୁହୂର୍ତ୍ତେ ମୁହୂର୍ତ୍ତେ ତା ଅଧର ଆଙ୍କିଛି,


ତରୁଣୀ ସେ

ସୁନ୍ଦରୀ ସେ

କସ୍ତୁରୀ ସେ

ମୟୂରୀ ସାଜି ଆଜି ଆକାଶେ ବୃଷ୍ଟି ଆଣିଛି ।



Rate this content
Log in

More oriya poem from Rashmi Ranjan Moharana