Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravasini Swain

Abstract

3.6  

Pravasini Swain

Abstract

କରୋନାର ସମୁଦ୍ର

କରୋନାର ସମୁଦ୍ର

1 min
55


ଚାରିଆଡେ କରୋନା ସମୁଦ୍ର 

ସମସ୍ତଙ୍କୁ ଭୟ 

ସେହି ସମୁଦ୍ର କୂଳକୁ ଯିବା କୁ 

ଯେତେ ଦୂରେଇ ଦୂରେଇ ରୁହ,

ସେ ସମୁଦ୍ର ର ଲହଡି ଆସି ଆପଣାଛାଏଁ

ମାଡ ହେବ ଆଉ ଟାଣି ନେଇଯିବ

ତୁମକୁ ତା'ର କରାଳ ଗର୍ଭ କୁ 

ଯେଉଁଠି ଥିବ କେବଳ ଶୂନ୍ୟତା ଏବଂ ଶୂନ୍ୟତା । 


ସେ ଶୂନ୍ୟତା ତୁମର ଅସ୍ତିତ୍ୱ କୁ 

ମାଟିରେ ମିଶେଇ ଦେବ

ଯାତ୍ରୀ କରେଇ ଦେବ 

ଏକ ଉନ୍ମୁତ୍ତ ବେଗର ରେଳଗାଡିର 

ଆଉ ପହଁଞ୍ଚାଇ ଦେବ ଶେଷ ଠିକଣାରେ

ଯେଉଁଠି ତୁମେ କେବଳ ତୁମର ଏବଂ ତୁମର 

ନା ଥିବ ଜୀବନ ର ମୋହ

ନା ଥିବ ସମୁଦ୍ର ର ଭୟ ।


Rate this content
Log in

Similar oriya poem from Abstract